୨ କିମି ରୋଡ ସୋ କରି ଆମେଥିରୁ ନାମାଙ୍କନ ଭରିଲେ ରାହୁଲ୍‌

ଲୋକସଭା ନିର୍ବାଚନରେ ପାଇଁ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ର ଆମେଥିରୁ ନାମାଙ୍କନ ପତ୍ର ଭରିଚନ୍ତି। ଏହାକୁ ମିଶାଇ ସେ ଅାମେଠୁ ରୁ ୪ ର୍ଥ ଥର ପାଇଁ ନାମାଙ୍କନ ପତ୍ର ଭରିଛନ୍ତି।

ନାମାଙ୍କନ ପତ୍ର ଭରିବା ପୂର୍ବରୁ ସେ ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଓ ମା ସୋନିଆ ଙ୍କ ସହ ୨କିମି ର ଏକ ରୋଡ ସୋ କରିଥିଲେ।

ଚଳିତ ବର୍ଷ ନିର୍ବାଚନ ପାଇଁ ଆମେଥି ଛଡ଼ା ରାହୁଲ କେରଳ ର ୱ୍ୟାୟନଦୁ ରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି।

ତେବେ ପ୍ରକାଶ ଥାଉ କି ଆମେଥିରୁ ରାହୁଲ ଙ୍କ ବିରୁଦ୍ଧ ରେ ବିଜେପି ରୁ ଲଢ଼ୁଛନ୍ତି ସ୍ମୃତି ଇରାନି।

Leave a Reply

Your email address will not be published. Required fields are marked *