୭୧ ବର୍ଷ ରେ ପାଦ ଦେଲା ରାଜଧାନୀ ଭୁବନେଶ୍ୱର,ଆଜି ଭୁବନେଶ୍ୱର ର ପ୍ରତିଷ୍ଠା ଦିବସ

ୟା ମଧ୍ୟରେ ପାଖାପାଖି ୭୦ ବର୍ଷ ବିତିଯାଇଛି I୭୧ ବର୍ଷ ରେ ପାଦ ଦେଇଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର I ସେଦିନର ଭୁବନେଶ୍ୱର ଆଜିର ସ୍ମାର୍ଟସିଟି ରେ ବଦଳିଯାଇଛି II ସମଗ୍ର ଭାରତରେ ଏକ ନମ୍ବର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ଆମ ରାଜଧାନୀ I ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ 13ତାରିଖ ରେ ଆଜିର ଦିନରେ ପ୍ରତିଷ୍ଠା ‘ହେଇଥିଲା ରାଜଧାନୀ ଭୁବନେଶ୍ୱର I

୧୯୪୬ ମସିହାରେ ଭୁବନେଶ୍ୱର କୁ ରାଜଧାନୀ କରିବାକୁ ଯୋଜନା କରାଯାଇଥିଲା ଯାହାକି ୧୯୪୮ ମସିହା ଏପ୍ରିଲ ୧୩ରେ କାର୍ଯ୍ୟକାରୀ ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରୁ ଏହାକୁ ପ୍ରତିଷ୍ଠା କରିଥିଲେ I କୁହାଯାଏ କି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ରୁ ଓଡ଼ିଶାର ରାଜଧାନୀ ର ନାମ ଭୁବନେଶ୍ୱର ହେଇଥିଲା I

Leave a Reply

Your email address will not be published. Required fields are marked *