ରାଜଧାନୀ ରେ ବିଜେପି ରାଲିକୁ ଟେକା ପଥର ମାଡ କଲେ ବିଜୁ ଯୁବ ବାହିନୀ ,ଅଭିଯୋଗ କଲେ ଜଗନ୍ନାଥ

ନିର୍ବାଚନ ଉସ୍ମତା ଲାଗିରହିଥିବା ବେଳେ ଅଧିକାଂଶ ସ୍ଥାନରେ କାଁ ଭାଁ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି I ତେବେ ଗତକାଲି ବିଜେପି ରାଲି ଉପରକୁ ବିଜୁ ଯୁବ ବାହିନୀ ଟେକା ପଥର ଫୋପାଡିଥିବା ଅଭିଯୋଗ କରିଛି ବିଜେପି I ସୂଚନା ଅନୁଯାଇ ଗତକାଲି ବିଜେପିର ରାଲି ଯାଉଥିବା ସମୟରେ ୟୁନିଟ-୮ କ୍ଲବ ପାଖରେ କିଛି ବିଜୁ ଯୁବ ବାହିନୀ ର ସଦସ୍ୟ ବିଜେପି ପ୍ରାଥୀ ଜଗନ୍ନାଥ ଙ୍କୁ ଗାଳି ଗୁଲଜ କରିବା ସହିତ ଅତି କଦର୍ଯ୍ୟ ଭାଷାରେ କହିଥିଲେ କିନ୍ତୁ ଏହାକୁ କର୍ଣ୍ଣପାତ ନକରି ବିଜେପି ରାଲି ଆଗକୁ ଯିବା ସମୟରେ ଟେକା ପଥର ମାଡ କରିଥିବା ଜଗନ୍ନାଥ ଅଭିଯୋଗ କରିଛନ୍ତି I

ଏହି ଘଟଣାକୁ ଅପରାଜିତା ନିନ୍ଦା କରିବା ସହିତ ବିଜେଡି ଡ଼ରିଗଲାଣି ସେଥିପାଇଁ ଭୟଭୀତ କରାଇବାକୁ ଚାଁହୁଛି ବୋଲି କହିଥିବା ବେଳେବର୍ତମାନ ସୁଦ୍ଧା ବିଜେଡି କୌଣସି ପ୍ରତିକ୍ରିୟା ରଖିନାହିଁ I ।

Leave a Reply

Your email address will not be published. Required fields are marked *