ଟିକ୍‌-ଟକ୍‌ ପରେ ଏବେ ପବ୍‌ଜୀକୁ ବ୍ୟାନ୍ କରିବା ନେଇ ଗୁଗଲକୁ ଚିଠି ଲେଖିଲା ପୁଲିସ

ଟିକ୍‌-ଟକ୍‌ ଭାରତ ରେ ବନ୍ଦ ହେବା ପରେ ପରେ ଏବେ ପବ୍ ଜି କୁ ବନ୍ଦ କରିବାକୁ ଚାଲିଛି ଜୋର୍ ଦାର ପ୍ରୟାସ। ଏହି ପଵ୍ ଜି ଗେମ୍ ଉପରେ ଅନେକ ରାଜ୍ୟ ରେ ଅଙ୍କୁଶ ଲଗା ଯାଉଥିଲେ ମଧ୍ୟ ଏବେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରୟାସ ଚାଲିଛି।ପଵ ଜି ଖେଳିବା ଦ୍ଵାରା ପିଲା ମାନଙ୍କର ସମୟ ନଷ୍ଟ ହେବା ସହ ମାନସିକତା ଉପରେ ବହୁତ୍ ଚାପ ପଡୁଛି। ତେଣୁ ଏହା ସମ୍ବନ୍ଧ ରେ ରାଜକୋଟ ପୋଲିସ ଏହା ନେଇ ଗୁଗଲକୁ ଚିଠି ଲେଖିଛି।Lରାଜକୋଟ ପୋଲିସ ଗେମ୍ କୁ ରାଜକୋଟ ରେ ବନ୍ଦ କରିବା ପାଇଁ ଆବେଦନ କରିଥିବା ଜାଣିବାକୁ ମିଳିଛି କିନ୍ତୁ ସମ୍ପୂର୍ଣ୍ଣ ଭାରତ ରେ ବନ୍ଦ ପାଇଁ ଅନେକ ମହଲ ରୁ ପ୍ରୟାସ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *