ଭାରତର ସବୁଠୁ ଭୟଙ୍କର ମହିଳା :ଲେଡି ଡନ୍ ,ନାଁ ଶୁଣିଲେ ଥରି ଉଠନ୍ତି ଅପରାଧ ଦୁନିଆର ବାଦଶାହା ମାନେ

ସାଧାରଣତଃ ସଂଗଠିତ ଅପରାଧ ସାମ୍ରାଜ୍ୟ ଠିଆକରିବାରେ ପୁରୁଷଙ୍କ ହାତ ଥାଏ I କିଛି ମହିଳାଙ୍କ କାରାନାମI ଏମିତି ଯାହାକୁ ପୁରୁଷ ଶୁଣି ଥରି ଉଥିବେ I ଏହି ମହିଳାମାନେ ଆତଙ୍କର ଏମିତି ସାମ୍ରାଜ୍ୟ ଠିଆ କରିଛନ୍ତି ଯାହାକୁ ଶୁଣି ଆପଣଙ୍କର ହୋସ ଉଡିଯିବ I ରେଶମା ଓ ଶାବନା ମେନନ ଦ ଓ଼ମ୍ୟାନ ବିହାଇଣ୍ଡ ବ୍ଲାକ ଫ୍ରାଇଡେ I ଏହାର ନା ଶୁଣିଲେ ମୁମ୍ବାଇ ଧମାକାରେ ଆରୋପିଙ୍କ ନାଁକୁ ବୁଝାଏ I ଏହି ଦୁଇ ଜଣ ଅଣ୍ଡରୱାଲ୍ଡର ମଜଭୁତ ଖିଲାଡୀ ଟାଇଗର ମେନନର ସ୍ତ୍ରୀ ଓ ଶାଳି ଥିଲେ I

1993 ଧମାକାରେ 257 ଲୋକ ମରିଗଲେ ,713 ଲୋକ ଆଘାତ ହୋଇଥିଲେ I ଏହି ଦୁଇ ଜଣ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ମୁଣ୍ଡବିନ୍ଧାର କାରଣ ବନିଥିଲେ I ଏହି ଦୁଇଜଣ ପାକିସ୍ତାନ ସହରର କରାଚିରେ ରୁହନ୍ତି I ଶୋଭା ଆୟାର ଦ ମେସ୍ତେରିୟସ ଗ୍ୟାଙ୍ଗ କୁଇନି I ଶୋଭା ଆୟାର ପ୍ରଭାବ ସାଳି ଲେଡି ଡନର ନାମ I ଶୋଭା ଆୟାର ତାମିଲ ନାଡ଼ୁରେ ରାଜ କରୁଥିଲେ ତା ବିନା ପରମିସନରେ ଗୋଟେ ପତ୍ରଵି ହଲୁ ନଥିଲା I ତାସହିତ ରାଜନୀତି ଭି ମିଶିଥିଲା ତାର ସମ୍ବଦ୍ଧ ଆତଙ୍କ ସହ ଭୀ ଯୋଡିହେଇଥିଲା I

ଶୋଭା ଆୟାରକୁ ସାମ୍ନାରୁ ବହୁତ କମ ଲୋକ ଦେଖିଛନ୍ତି I ପୋଲିସ ପାଖରେ ମଧ୍ୟ ଶୋଭା ଆୟାରର ବାସ୍ତବିକ ଫଟୋ ନାହିଁ ସେ ବହୁତ ଭୟଙ୍କର ଥିଲା ତା ବିରୁଦ୍ଧରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିଲା I ଅର୍ଚନା ବାଳମୁକୁନ୍ଦ ଶର୍ମା ଦ କୁଇନ ଅଫ କିରନାପିଂ ମଧ୍ୟପ୍ରଦେଶରେ ଜନ୍ମ ହୋଇଥିବା ଅର୍ଚନା ବାଳମୁକୁନ୍ଦ ଶର୍ମାର କାହାଣୀ ଫିଲ୍ମି ସହିତ ଜଡିତ I ଫିଲ୍ମି ହିରୋଇନ ହେବା ଆଶାରେ ସେ ଅପରାଧ ଆଡକୁ ଚାଲିଗଲେ ବାବୁଲ ଶ୍ରୀନିବାସର ଏହି ଲେଡି ଡନ ଦିଲ୍ଲୀରେ ରହି କାମ ସମ୍ଭାଳିଲେ Iଅର୍ଚନାକୁ କିରନାପିଂ କୁଇନ କୁହାଯାଏ I ସମୀରା ଯୁମାନି ଇଏ ଗ୍ୟାଙ୍ଗ ଷ୍ଟାର ଆବୁ ସଲାମିର ପୂର୍ବ ପତ୍ନୀ ଏହାର ନାଁ ବମ ବିସ୍ପୋରକ ଓ ଧୋକାଦେବାରେ ନା ଆସିଛି I ଇଣ୍ଟରପୋଲ ସମୀରା ଯୁମାନି ଖିଲାପରେ ଏକ ରେଡକର୍ଣ୍ଣର ନୋଟିସ ଜାରି କରିଛି

I ସମୀରାକୁ ଶେଷଥର ପାଇଁ ଆମେରିକାରେ ଦେଖାଯାଇଛି I ଫୁଲନ ଦେବୀ ଦ ଅରିଜିନାଲ ଗ୍ୟାଙ୍ଗଷ୍ଟାର ଫୁଲନ ଦେବୀ 18 ବର୍ଷରେ ବନ୍ଧୁକର ସାହାରା ନେଇ ଚାଲିବା ଆରମ୍ଭ କଲେ I ତାଙ୍କ ଗାଁର କିଛି ଠାକୁର ତାଙ୍କର ସାମୁହିକ ବଳତ୍କାର କରିଥିଲେ ଓ ତାଙ୍କୁ ମରିବାପାଇଁ ଛାଡିଦେଲେ I ତାପରେ ଫୁଲନ ଦେବୀ ଅତ୍ୟାଚାର ଦୁନିଆକୁ ଆସିଗଲେ ଓ ଡକାୟତ ବନିଗଲେ ତାଙ୍କ ଉପରେ 40 ଲୋକଙ୍କ ହତ୍ୟା ,ଅପହରଣ ଅଭିଯୋଗ ଥିଲା I ଫୁଲନ ଦେବୀ ସମାଜବାଦୀ ତରଫରୁ ନିର୍ବାଚନ ଲଢ଼ିଲେ ଓ ସାଂସଦରେ ପହଁଚିଲେ ଓ ପରେ ସେର ସିଂ ରାଣା ନାମକ ଏକ ବ୍ୟକ୍ତି ଦେଶର ରାଜଧାନୀରେ ଫୁଲନ ଦେବୀଙ୍କୁ ଗୁଳି କରି ମାରିଦେଲା I

ସୀମା ପରିହାର ଦ ନିୟୁ ଏଜ ବ୍ରାଣ୍ଡେଡ କୁଇନ ଉତର ପ୍ରଦେଶର I ସେ 13 ବର୍ଷ ବୟସରେ ବନ୍ଧୁକ ଉଠାଇଥିଲେ ନିର୍ଭୟ ଗୁଂଜରର ପତ୍ନୀ ସୀମା ପରିହାର ଉପରେ 17 ଲୋକଙ୍କ ହତ୍ୟା ଓ 200 ଲୋକଙ୍କ ଅପହରଣର ଅଭିଯୋଗ ଥିଲା କାନପୁର ଥାନାରେ 2003ରେ ସେ ସମର୍ପଣ କରିଥିଲେ I ସେ ଫିଲ୍ମରେ ନଜରରେ ମଧ୍ୟ ଆସିଥିଲେ ବିଗବସ ରେ ଭାଗ ନେଇ ଟି.ଭି.ରେ ମଧ୍ୟ ଆସିଥିଲେ I

Leave a Reply

Your email address will not be published. Required fields are marked *