ସାମୁଦ୍ରିକ ଝଡ ଫନି ଆଜି ସନ୍ଧ୍ୟା ସୁଦ୍ଧା ନେଇ ପାରେ ପ୍ରଚଣ୍ଡ ରୂପ

ସମୁର୍ଦ୍ରିକ ଝଡ ଫନି ଆଜି ସନ୍ଧ୍ୟା ସୁଦ୍ଧା ଭାରତ ମହାସାଗର କୁ ଛୁଇଁବା ପାଇଁ ପ୍ରଚଣ୍ଡ ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି।

ଗତ କାଲି ଅର୍ଥାତ୍ ଶନିବାର ଦିନ ପାଣିପାଗ ବିଭାଗ ରୁ ଶୁଣିବାକୁ ମିଳିଥିଲା କି ଆସନ୍ତା ୧୨-୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ଫନି ପ୍ରଚଣ୍ଡ ରୂପ ନେବ।

ଏହାର ପ୍ରଭାବ ମୁଖ୍ୟତଃ ସୋମବାର ଓ ମଙ୍ଗଳବାର ଦେଖିବାକୁ ମିଳିପାରେ। ମଙ୍ଗଳବାର ୧୪୦-୧୫୦ କିମି ବେଗରେ ପବନ ବହିବା ର ମଧ୍ୟ ସମ୍ଭାବନା ରହିଛି।

ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ର କେତେକ ସ୍ଥାନ ରେ ଏହାର ବିଶେଷ ପ୍ରଭାବ ରହିବ।

Leave a Reply

Your email address will not be published. Required fields are marked *