ବାତ୍ୟା ଫନି ଆସିବା ପୁର୍ବରୁ ଉଡିଗଲା ଜଗା ର ପତିତପାବନ ବାନା,କଣ ସଂକେତ ଦେବାକୁ ଚାଁହୁଛି କାଳିଆ

ମାଡି ଆସୁଛି ବାତ୍ୟା ଫନି ।ସବୁଆଡେ ଭୟର ବାତାବରଣ ଥିବାବେଳେ ପୁରୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ,ପ୍ରବଳ ଝଡ ତୋଫାନ ହେବା ପୁର୍ବରୁ ପୁରୀ ଶ୍ରୀ ମନ୍ଦିର ର ପତିତ ପାବନ ବାନା ଉଡି ଯାଇଛି।ପ୍ରବଳ ବେଗରେ ବାତ୍ୟା ଆସୁଥିବା ବେଳେ ସମସ୍ତେ ଆତଙ୍କିତ ।I ତେବେ ଜଗନ୍ନାଥ ଙ୍କ ବାନା ଉଡିବା ନେଇ ସବୁ ଭକ୍ତ ମାନଙ୍କ ମଧ୍ୟରେ ଆଶଙ୍କା ଦେଖିବାକୁ ମିଳିଛି

Iଏହାକୁ ଅଶୁଭ ସଂକେତ ବୋଲି କେହି କେହି କହିବାରେ ଲାଗିଥିବା ବେଳେ ଆଉ କେହି ଜଗନାଥ ଙ୍କ ଉପରେ ସବୁ ଛାଡିଦେଇଛନ୍ତି Iସୁଚନା ଥାଉ କି ସୃଷ୍ଟି ହେଇଥିବା ଝଡ କ୍ରମଶ କରାଳ ରୁପ ନେଇ ଓଡିଶା ମୁହଁ I ହେବାରେ ଲାଗିଛି ।ପୁରିରେ ଏହା ଲ୍ୟାଣ୍ଡ୍ ଫଲ୍ କରିବ ।

Leave a Reply

Your email address will not be published. Required fields are marked *