ଓଡିଶା ପାଇଁ ହାତ ଖୋଲିଦେଲେ ମୋଦି ୩୪୦ ଦେଇଥିଲେ ପୁଣି ୧୦୦୦ କୋଟିର ସହାୟତା ଘୋଷଣା

ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ପରିସ୍ଥିତି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟ ସଚିବ ଙ୍କ ଆଲୋଚନା କରି ପୁନର୍ବାର ୧୦୦୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ Iବାତ୍ୟାପୂର୍ବରୁ ସହାୟତା ପାଇଁ ୩୪୦ କୋଟି ଟଙ୍କା ଘୋଷଣା ଏହା ସହିତ ବାତ୍ୟା ସମୟରେ ଯେଉଁଭଳି ଭାବରେ ଲୋକମାନଙ୍କୁ ସ୍ଥାନାନ୍ତର କରାଗଲା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇଛି I ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ I

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦି ଙ୍କୁ ପ୍ରସଂଶା ରେ ପୋତି ପକାଇଛନ୍ତି ଓଡିଶା ପାଇଁ ଏପରି ସହାୟତା ପାଇଁ I

Leave a Reply

Your email address will not be published. Required fields are marked *