ଓଡ଼ିଶା କୁ ସାହାଯ୍ୟ ପାଇଁ ଆମେରିକା ରେ ଲାଗିଲା ହୋଡ଼ିଂ

ସୁଦୂର ଆମେରିକା ରେ ଏବେ ଓଡ଼ିଶା କୁ ସାହାଯ୍ୟ ପାଇଁ ଦେଖିବାକୁ ମିଳୁଛି ଏଲେକ୍ଟ୍ରିନିକ୍ ବୋର୍ଡ।

ଓଡ଼ିଶା ରେ ଫନି ଦ୍ଵାରା ହୋଇଥିବା କ୍ଷୟକ୍ଷତି କୁ ପୂରଣ କରିବାକୁ ଏବେ ସାରା ବିଶ୍ଵର ଅନେକ ସ୍ଥାନ ରୁ ଓଡ଼ିଶା ଚିପ୍ ମିନିଷ୍ଟର ରିଲିଫ୍ ଫଣ୍ଡ କୁ ସାହାଯ୍ୟ ମିଳୁଛି।

ଏବେ ଆମେରିକା ରେ ମଧ୍ୟ ଏଲେକ୍ଟ୍ରୋନି ବୋର୍ଡ ସାହାଯ୍ୟ ରେ ଲୋକ ମାନଙ୍କୁ ଓଡ଼ିଶା ର କ୍ଷୟକ୍ଷତି ବିଷୟରେ ଅବଗତ କରାଯାଉଛି ଯାହା ଦ୍ଵାରା କି ଅନେକ ଲୋକ ଓଡ଼ିଶା କୁ ଦାନ କରିପାରିବେ ଏବଂ ଓଡ଼ିଶା ପୁଣି ଥରେ ସୁଦୃଢ ହୋଇ ପାରିବ।

ଏହି ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଶଂସନୀୟ।

Leave a Reply

Your email address will not be published. Required fields are marked *