‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବାଣ୍ଟିବା ବେଳେ ବିଧାୟକ ପ୍ରଭାତ ବିଶ୍ୱାଳ ଆହତ

ଫନିର ପ୍ରଭାବରେ ଛାରଖାର ହୋଇଯାଇଛି ପୁରୀ,ଭୁବନେଶ୍ୱର ଏବଂ କଟକ।ବାତ୍ୟା ପ୍ରଭାବରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି କଟକବାସୀ।
ଏଭଳି ଅବସ୍ଥାରେ ଫୋନି ପ୍ରଭାବିତ ଅଞ୍ଚଳ ରେ ରିଲିଫ ବାଣ୍ଟିଥିଲେ ବିଜେଡ଼ିର ବରିଷ୍ଠ ନେତା ତଥା କଟକ – ଚୌଦ୍ଵାର ବିଧ୍ୟାୟକ ପ୍ରଭାତ ବିଶ୍ବାଳ।

ତେବେ ରିଲିଫ ବାଣ୍ଟୁ ଥିବା ସମୟରେ ଆହତ ହୋଇଛନ୍ତି ବିଧାୟକ।ତେଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଅନ୍ୟ ପଟେ ପ୍ରଭାତ ବିଶ୍ଵାଳଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *