ଖେଳଣା ଖେଳିବା ପଡିଲା ମହଙ୍ଗା ,ଖେଳଣା ଗିଳି ଦେଇ ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ

ସାଧାରଣତଃ ଖେଳନା ଧରି ଖେଳିବା ଛୋଟ ପିଲାଙ୍କର ନିତିଦିନିଆ କଥା I କିନ୍ତୁ ବେଳେବେଳେ ବାପା ମା ଙ୍କ ଅସାବଧାନତା ପାଇଁ ଘରେ ଛୋଟ ପିଲାମାନେ ଖେଳଣା ଧରି ଖେଳିବା ବେଳେ ଅଘଟଣ ଘଟିଯାଇଥାଏ I ସେମିତି ଏକ ଅଘଟଣ ଘଟିଛି ଏକ କୁନି ଝିଅ ସହିତ I ସୂଚନା ଅନୁଯାଇ ଧାରାବାହିକ ‘ପ୍ୟାର କେ ପାମ୍ପଡ଼’ ରେ ଅଭିନୟ କରୁଥିବା ନନ୍ଦୁ ଗୁପ୍ତା ଓରଫ ପ୍ରତୀଶ ଭୋରାଙ୍କ ୨ବର୍ଷର ଝିଅ ଖେଳଣା ଧରି ଖେଳୁଥିବା ସମୟରେ ମୃତ୍ୟୁ ହେଇଯାଇଛି।

ବୁଧବାର ରାତ୍ରି ସମୟରେ ସୁଟିଂ ଚାଲିଥିବା ସମୟରେ ତାଙ୍କ ଦୁଇ ବର୍ଷର ଝିଅ ଖେଳଣା ର ଏକ ଛୋଟ ଟୁକୁଡା ଗିଳିଦେଇଥିଲା I ହସ୍ପିଟାଲ ନେବା ସମୟରେ କୁନି ଶିଶୁର ମୃତ୍ୟୁ ହେଇଛି I

Leave a Reply

Your email address will not be published. Required fields are marked *