ନିଜ ଦେହରେ ପାକିସ୍ତାନୀ ଜାତୀୟ ପତାକା ପକାଇ ଫଟୋ ସେୟାର କଲେ ରାକ୍ଷୀ, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ରାକ୍ଷୀ ସାୱାନ୍ତ ଏବେ ପୁଣି ବିବାଦ ଘେରରେ।ନିଜ ଦେହରେ ପାକିସ୍ଥାନୀ ଜାତୀୟ ପତାକା ପକାଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କରିବା ପରେ ମିଡ଼ିଆ ରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି।ପ୍ରଥମେ ଫଟୋଟି ସମସ୍ତଙ୍କୁ ରଗାଇ ଦେଇଥିବା ବେଳେ ଫଟୋର କ୍ୟପ୍ସନ ରୁ ଅସଲ କଥାଟି ଜଣା ପଡିଛି।
ଫଟୋ ସେୟାର କରି ” ମୁଁ ମୋ ଭାରତକୁ ଭଲ ପାଏ କିନ୍ତୁ ଏହା ମୋର ଆଗାମୀ ଫିଲ୍ମ୍ ଧାରା ୩୭୦ର ଚରିତ୍ର”ବୋଲି ଲେଖିଥିଲେ ରାକ୍ଷୀ।କିନ୍ତୁ ଲୋକେ ତାଙ୍କୁ ଟ୍ରୋଲ କରିବାକୁ ଭୁଲି ନ ଥିଲେ।କିଛି ଲୋକେ ତାଙ୍କୁ ଆମେରିକାର ନାଗରିକ ହେବାରେ ଯୋଗ୍ୟ ପାଇଁ କହିଥିବା ବେଳେ କିଛି ଫିଲ୍ମ୍ ପାଇଁ କିଛି ବି କରିଦେବ ବୋଲି ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *