‘ଦେଶର ସବୁ ଗରିବଙ୍କ ଯେଉଁ ଜାତି, ତାହା ମୋର ଜାତି ।’ ଜାତିକୁ ନେଇ ମାୟାବତୀଙ୍କୁ ମୋଦିଙ୍କ ଆକ୍ରମଣ

ମୋଦୀଙ୍କ ଉପରେ କଟାକ୍ଷ କରି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ତାଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇଥିଲେ।ସେ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍ ଜବରଦସ୍ତି ପଛୁଆ ବର୍ଗରେ ସାମିଲ ହୋଇଛନ୍ତି।

ଯଦି ମୋଦି ଜନ୍ମରୁ ପଛୁଆ ବର୍ଗରେ ସାମିଲ ହୋଇଥାନ୍ତି ତେବେ ଆର୍ ଏସ୍ ଏସ କେବେହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ କରି ନ ଥାନ୍ତେ।
ଏହାର ଜବାବ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏକ ନିର୍ବାଚନ ରାଲିରେ ଯୋଗ ଦେଇ ବିପକ୍ଷ ଦଳକୁ ସମର୍ଥନ କରିବାକୁ ଭୁଲି ନ ଥିଲେ।

ସମସ୍ତଂକ ବୟାନରେ ଗୋଟି ଗୋଟି କରି ଜବାବ୍ ଦେଇଥିଲେ ମୋଦି।ଜନସଭାକୁ ସମର୍ଥନ କରି ୨୧ ବର୍ଷ ପୂର୍ବେ ପରମାଣୁ ପରୀକ୍ଷଣ ଅପରେସନ ଶକ୍ତିକୁ ସଫଳ କରିଥିଲେ।

ମୁଁ ଭାରତକୁ ଏହି ଖ୍ୟାତି ଦେଇଥିବା ବୈଜ୍ଞାନିକ ମାନଙ୍କୁ ସଲାମ କରୁଛି।
ସେ ଏ କଥା ମଧ୍ୟ କହିଛନ୍ତି ବିପକ୍ଷ ଦଳ ମୋର ଜାତିକୁ ନେଇ ପ୍ରଶ୍ନ କରିଛି।ସେମାନଙ୍କୁ ମୁଁ କହିବାକୁ ଚାହେଁ ଦେଶର ଗରିବ ମାନଙ୍କର ଜାତି ଯାହା ମୋର ଜାତି ମଧ୍ୟ ତାହା ବୋଲି ସେମାନେ ଜାଣି ରଖନ୍ତୁ ବୋଲି କହିଛନ୍ତି ମୋଦି।

Leave a Reply

Your email address will not be published. Required fields are marked *