ମମତା ବାନାର୍ଜୀ ଙ୍କ ଫୋଟୋ କୁ ଏଡିଟ୍ କରି ଟ୍ରଲ୍ କରିବା ପାଇଁ ଜେଲ୍ ଗଲେ ମହିଳା

କିଛି ଦିନ ତଳେ ମେଟ୍ ଗଲା ୨୦୧୯ ରେ ନିକ୍ ଙ୍କ ସହ ପ୍ରିୟଙ୍କା ଙ୍କ ଅଜବ କଷ୍ଟୁମ୍ କୁ ନେଇ ଚର୍ଚ୍ଚା ଜୋର ଧରି ଥିଲା।

ପରେ ସୋସିଆଲ ମିଡିଆ ରେ ପ୍ରିୟଙ୍କା ଙ୍କ ସମେତ ଅନେକ ଚର୍ଚ୍ଚିତ ଲୋକ ଙ୍କୁ ଏଡିଟ୍ କରି ସେହି କଷ୍ଟୁମ ରେ ଦେଖାଇ ଫେସବୁକ୍ ରେ ଟ୍ରଲ୍ କରାଯାଇଥିଲା।

ହାୱଡା ଜିଲ୍ଲା ର ଜଣେ ମହିଳା ପ୍ରିୟଙ୍କା ଙ୍କ ଏହି ଚର୍ଚ୍ଚିତ ଫଟୋ ରେ ଏଡ଼ିତ୍ କରି ମମତା ବାନାର୍ଜୀ ଙ୍କ ଫଟୋ ଲଗାଇ ଦେଇଥିଲେ।ଯେଉଁ ଫଟୋ କି ଧୀରେ ଧୀରେ ଭାଇରାଳ ହୋଇଥିଲା।

ଏହି ଫଟୋ ଭାଇ ରାଲ ହେବା ପରେ ଦଶନଗର୍ ପୋଲିସ ଷ୍ଟେସନ ରେ ଏ ନେଇ ଏତଲା ଦାୟର ହୋଇଥିଲା।

ଶୁଣିବାକୁ ମିଳିଛି ଯେ ମହିଳା ଜଣକ ହେଉଛନ୍ତି ବିଜେପି ଯୁବ ମୋର୍ଚ୍ଚା ର ମୁଖ୍ୟ।

Leave a Reply

Your email address will not be published. Required fields are marked *