ମହାକାଳଙ୍କ ଶରଣରେ ପ୍ରିୟଙ୍କା ଗାନ୍ଧୀ ,ଉଜ୍ଜନରେ ରୋଡ଼ ସୋ ପୂର୍ବରୁ କଲେ ପୂଜା

ଏମ.ପି ର ନିର୍ବାଚନ ସମୟରେ ସବୁଠୁ ପ୍ରଥମେ ପ୍ରିୟଙ୍କା ଗାନ୍ଧୀ ଉଜ୍ଜନରେ ଥିବା ବାବା ମହାକାଳଙ୍କୁ ଦର୍ଶନ କଲେ ,
ଏମ.ପି ର ସି.ଏମ କମଲନାଥ ଓ କଂଗ୍ରେସ ସୁରେଶ ପଚୋରିଙ୍କ ସହ କଲେ ଶିବଲିଙ୍ଗର ଜଳାଭିଷେକ I ପ୍ରିୟଙ୍କା ଗାନ୍ଧୀ ଶିବଲିଙ୍ଗ ସାମ୍ନାରେ ଧ୍ୟାନର ସହ ବସି ତାଙ୍କୁ ପୂଜା କରୁଛନ୍ତି I ଏହି ପୂଜା ପନ୍ଦର ମିନିଟ ବିଶିଷ୍ଟ ଏହା ପରେ ସେ ରୋଡ଼ ସୋରେ ଯିବେ I ଏହା ପରେ ସେ ଇନ୍ଦୋରରେ ବଡ ରୋଡ଼ ସୋ ରେ ଯୋଗଦାନ ଦେବେ I ଗାନ୍ଧୀ ପରିବାର ପାଇଁ ମହାକାଳ ମନ୍ଦିର ବହୁତ ଶୁଭଦାୟକ ହୋଇଥାଏ I ପ୍ରିୟଙ୍କା ଗାନ୍ଧୀ ଶିବଲିଙ୍ଗ ଉପରେ ଜଳ ଚଢାଉଛନ୍ତି ଓ ତାପରେ ସେ ସ୍ନାନ କରି ପୂଜା ଶେଷ କରିବେ I

Leave a Reply

Your email address will not be published. Required fields are marked *