ସିଆରପିଏଫେ ନଥାନ୍ତେ ତାହେଲେ ମୋର ବଂଚିବା ମୁସ୍କିଲି ହୋଇଯାଇଥାନ୍ତା : ଅମିତ ଶାହା

କାଲି କୋଲକାତାରେ ଅମିତି ସାହାଙ୍କ ରୋଡ଼ ସୋ ହୋଇଥିଲା I ଏହି ସମୟରେ କୋଲକତାର ବିଦ୍ୟାସାଗର କଲେଜର ଭିତର ପଟୁ ଟିଏମସିର ସମର୍ଥକ ସାହାଙ୍କ ଉପରକୁ ପଥର ଫିଙ୍ଗିଥିଲେ ଯାହା ଫଳରେ ଦୁଇ ଦଳ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା I ବିଜେପିର ସମର୍ଥକ ମାନେ କଲେଜର ଗେଟ ବାହାରେ ଟିଏମସିର ପ୍ରତିଦ୍ୱନ୍ଦୀ ସହ ମାଡଗୋଳ କରିଥିଲେ Iଏହି ହିଂସାକାଣ୍ଡ ସମୟରେ ବିବେକାନନ୍ଦଙ୍କ ପ୍ରତିମା ମଧ୍ୟ ଭାଙ୍ଗିଦେଇଥିଲେ Iସେଠାରେ ସି.ଆର.ପି.ଯବାନ ଉପସ୍ଥିତ ଥିଲେ I ସେମାନେ ସେଠାରେ ଅମିତି ସାହାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ I ଏନେଇ ଅମିତ ଶାହା କହିଛନ୍ତି କି ଯଦି ଗତକାଲି ସିଆରପିଏଫ ନଥାନ୍ତେ ତାହେଲେ ମୋର ବଂଚିବା ମୁସ୍କିଲି ହୋଇଯାଇଥାନ୍ତା I

Leave a Reply

Your email address will not be published. Required fields are marked *