ଲୋକସଭା ନିର୍ବାଚନ 2019 ରେ ସରକାର କେଉଁ ଦଳର ଆସିବ ? ଏହା ହେବ ମୁଖ୍ୟ ଆହ୍ୱାନ

ଯେମିତି ଭାରତ ନିର୍ବାଚନର ଶେଷ ପର୍ଯ୍ୟାୟ ଆଡକୁ ବଢିଚାଲିଛି ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ଟି ଦୁତୀୟ କାର୍ଯ୍ୟକାଳ ପାଇଁ ସମର୍ଥନ ମାଗୁଛନ୍ତି ଓ କିଛି ଚିନ୍ତାଜନକ ଖବର ଆସିବାକୁ ଲାଗୁଛି I ଏମିତି ଲାଗୁଛିକି ଦୁନିଆର ଆର୍ଥିକ ଅବସ୍ଥା ଖୁବ ଜୋରରେ ଖରାପ ଆଡକୁ ଗତି କରୁଛି ଓ ଏହାର ସଂକେତ ଚାରିପଟେ ଦେଖିବାକୁ ମିଳିଛି I ଡିସେମ୍ବର ପରେ ତିନି ମାସ ମଧ୍ୟରେ ଆର୍ଥିକଅବସ୍ଥା 6.6%କୁ ଆସିଯାଇଛି I କାର ଓ ଏସୟୁବିର ବିକ୍ରି ସାତବର୍ଷ ଭିତରେ ନିମ୍ନତମ ସ୍ତରରେ ପହଁଚିଯାଇଛି I ଟ୍ରାକ୍ଟର ଓ ଦୁଇଚକିଆ ଯାନର ବିକ୍ରି ମଧ୍ୟ କମ ହୋଇଯାଇଛି I ଫାଇନେନସିଆଲ ଏକ୍ସପ୍ରେସ ଖବର ଅନୁସାରେ ବ୍ୟାଙ୍କ ଓ ବିତିୟ ସଂସ୍ଥାକୁ ଛାଡିଦେଲା ପରେ 334 କମ୍ପାନୀର ଟୋଟାଲ ଲାଭ 18% ତଳକୁ ଖସିଯାଇଛି I ଉପଭକ୍ତାଙ୍କ ଜିନିଷ ତିଆରି କରୁଥିବା ଭାରତର ଅଗ୍ରଣୀ କମ୍ପାନୀ ହିନ୍ଦୁସ୍ତାନ ୟୂନିଲିଭର ମାର୍ଚ୍ଚ ମାସରେ ତାର ରାଜ୍ୟକୁ ମାତ୍ର 7%ର ବିକାଶ ଦର ଦେଖାଇଛି ଯାହାକି 18 ମାସ ଭିତରେ ସବୁଠୁ କମ I ଏହା ସବୁ ସହରୀ ଓ ଗ୍ରାମୀଣର ଆମଦାନୀର କମିକୁ ଦର୍ଶାଉଛି I ଖେତୀବାଡ଼ିରେ ଆମଦାନୀ କମିଯିବା ସହ ବଡ ବଡ ବ୍ୟାଙ୍କିଙ୍ଗି ଭିତିୟ ସଂସ୍ଥାରେ ଦେଵାଳିୟା ହେବା ଯୋଗୁ କ୍ରେଡିଟିର ଠକାମୀ ଆସିଯାଇଛି ଯେଉଁଥିରେ କରଜ ଦେବାକୁ ସମସ୍ୟା ଦେଖାଦେଉଛି I କର୍ଣ୍ଣଲ ୟୁନିଭର୍ସିଟିର ପ୍ରଫେସର ଓ ବିଶ୍ୱ ବ୍ୟାଙ୍କର ପୂର୍ବ ମୁଖ୍ୟ ଅର୍ଥଶାସ୍ତ୍ରୀ କୌଶିକ ବାସୁଙ୍କ କହିବା ଅନୁଯାଇ ଏହି ଏମିତି ଜାଗାରେ ପହଁଚିଯାଇଛି ଯେଉଁଠି ତାକୁ ଅଣଦେଖା କରାଯାଇପାରିବ ନାହିଁ I ଏହାର ବଡ କାରଣ ହେଉଛି 2016ରେ ବିବାଦିତ ନୋଟବନ୍ଦ ଯାହା କୃଷକଙ୍କ ଉପରେ ବିପରୀତ ପ୍ରଭାବ ପକାଇଲା I ଭାରତୀୟ ଅର୍ଥବ୍ୟସ୍ଥାରେ 80% ନୋଟ ବନ୍ଦ କରିଦିଆଗଲା ଏହାକୁ ଏକ ଶବ୍ଦରେ କହିବାତ ନୋଟବନ୍ଧୀ I ଏହାର ପ୍ରଭାବ 2017ର ଆରମ୍ଭରେ ଦେଖିବାକୁ ମିଳିଥିଲା I ଏହା ପ୍ରଭାବ କୃଷକଙ୍କ କରଜ ଉପରେ ପଡିଥିଲା ସେହି କାରଣରୁ ତାଙ୍କୁ ବହୁତ ମୁସ୍କିଲି ର ସାମ୍ନା କରିବାକୁ ପଡିଥିଲା Iରାୟ ଅନୁସାରେ ଭାରତର ବିକାଶ ଦରରେ ଏହି ଦେଶ ଉପରେ 10 କୋରଡ଼ ଆବାଦୀଙ୍କର ପ୍ରମୁଖ ଭୂମିକା ରହିଛି I ସେ କହନ୍ତି କାର ,ଦୁଇଚକିଆଯାନ,ଏୟାରକଣ୍ଡିସନ ଆଦି ବିକ୍ରି ଆର୍ଥିକ ସହାୟତାର ସଂକେତ I ଭାରତ ଚାହୁଁଛିକି ପୋଷଣଯୁକ୍ତ ଭୋଜନ ,ଶସ୍ତା କପଡା ,ଘର ,ସ୍ୱାସ୍ଥ ଓ ଶିକ୍ଷା ସୁବିଧାରେ ମିଳୁ I ଆର୍ଥିକ ବିକାଶର ସଂକେତ ବାସ୍ତବରେ ଏହା ହେବା ଦରକାର I କମସେ କମ ଆମଦାନୀ ଏତିକି ହେବା ଦରକାର ଯେଉଁଥିରେ ଉପୋଭୋକ୍ତା ମାନେ ଶସ୍ତା ଦରରେ କିଣିପାରିବେ I କଲ୍ୟାଣ ପାଇଁ ସବସିଡି ଅଧିକରୁ ଅଧିକ 50 କୋରଡ଼ ଲୋକଙ୍କୁ ଦିଆଯାଇପାରିବ I ଭାରତ ଯେପର୍ଯ୍ୟନ୍ତ ଏହା ନକରିଛି ସେପର୍ଯ୍ୟନ୍ତ ଦେଶ ଆର୍ଥିକ ଅବସ୍ଥାର ଶିକାର ରହିବ Iଭାରତୀୟ ଅର୍ଥବ୍ୟବସ୍ଥା ମିଡିଲି କ୍ଳାସ ଟ୍ରିପିରେ ଫସିଲା ଭଳି ଦେଖାଯାଉଛି I ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରେ କୁହାଯାଇଛିକି 1960ରେ 101 ମିଡ଼ିଲି କ୍ଳାସ ଦେଶ ଭିତରୁ କେବଳ 13 ଦେଶହିଁ 2008 ପର୍ଯ୍ୟନ୍ତ ହାଇ ଇନକମ ଥିଲା I ରାୟ ଅନୁସାରେ ମିଡ଼ିଲି କ୍ଳାସ ଟ୍ରିପି ମାନେ ଧନୀମାନଙ୍କ ଉପରେ ଟ୍ୟାକ୍ସ ଲଗାଇ ଗରିବ ମାନଙ୍କୁ ସୁବିଧା ଯୋଗାଇଦିଆଯାଉ I

Leave a Reply

Your email address will not be published. Required fields are marked *