ଭଉଣୀ ୨୫ ଲକ୍ଷ ଟଙ୍କା ପାଇଁ ବ୍ଲାକ୍ ମେଲ୍ କଲା ବୋଲି ମୁଁ ମୋ ସମ୍ପର୍କ କଥା ମିଡ଼ିଆ ରେ କହିଲି: ଦୂତି

ଦୌଦ ରାଣୀ ଦୂତୀଚାନ୍ଦ ଙ୍କ ନିଜର ସମ ଲିଙ୍ଗୀ ସମ୍ପର୍କ ବିଷୟରେ ପ୍ରକାଶ କରିବାର ୨ ଦିନ ପରେ ପୁଣି ସେ ମିଡ଼ିଆ ସାମ୍ନା ଦେ ଦେଇଛନ୍ତି ଏକ ଚାଂଚଲ୍ୟକର ବୟାନ।

ନିଜ ବୟାନ ରେ ସେ କହିଛନ୍ତି ଯେ ସେ ତାଙ୍କ ଏହି ସମ୍ପର୍କ ବିଷୟରେ ଏବେ କେଉଁଠି ବି ପ୍ରକାଶ କରିବାକୁ ଚାହୁଁ ନ ଥିଲେ ହେଲେ ତାଙ୍କ ନିଜ ଭଉଣୀ ଏହି କଥା ଜାଣିଥିଲେ ଏବଂ ଏହି କଥା ପାଇଁ ୨୫ ଲକ୍ଷ ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ଏହି କଥା ପ୍ରଘଟ କରି ସେ ଦୂତି ଙ୍କୁ ବଦନାମ୍ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

Leave a Reply

Your email address will not be published. Required fields are marked *