ଇତିହାସ ରଚିବେ ନବୀନ 100+ ଆସନରେ ବିଜେଡି,30ଆସନରେ ବିଜେପି ଆଗୁଆ

ନିର୍ବାଚନ ଫଳାଫଳ ଗଣତି ଆରମ୍ଭ ହେଇସାରିଥିବା ବେଳେ ଅଧିକାଂଶ ଅଞ୍ଚଳ ର ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି I ପ୍ରାୟତ ଦିନ 1ଟା ସମୟ ସୁଦ୍ଧା ମିଳିଥିବା ସଂଖ୍ୟା ଅନୁଯାଇ ବିଜେଡି 100ରୁ ଉର୍ଧ ଆସନ ରେ ଆଗରେ ରହିଥିବା ବେଳେ ବିଜେପି 30ଆସନ ରେ ଆଗୁଆ ରହିଛି I ଧୀରେ ଧୀରେ ଫଳାଫଳ ସ୍ପଷ୍ଟ ହେଉଥିବା ବେଳେ ଆକଳନ କରାଯାଉଛି କି ପୁଣିଥରେ ବିଜେଡି ବହୁମତ ପାଇବା ସହିତ ସରକାର ଗଢ଼ିବ I ଯଦି ଏହି ଟ୍ରେଣ୍ଡ ଶେଷ ଯାଏଁ ଲାଗିରହେ ତେବେ ପୁଣିଥରେ ନବୀନ ସରକାର ଗଢି ଏକ ଇତିହାସ ରଚିବେ I

Leave a Reply

Your email address will not be published. Required fields are marked *