ଚୌକି ମିଳୁ ମିଳୁ ନା ରୁ ଚୌକିଦାର ଗାଏବ:ନାମ ରୁ ଚୌକିଦାର କାଢିଲେ ସବୁ ବିଜେପି ନେତା

ନିର୍ବାଚନ ର ମାତ୍ର କିଛିଦିନ ଆଗରୁ ବହୁ ଚର୍ଚ୍ଚା ରେ ଥିବା ଚୌକିଦାର ନାମ ଆଜି ସବୁ ବିଜୟ ପରେ ସବୁ ନେତା ଙ୍କ ସୋସିଆଲ ମିଡିଆ ନାମ ରୁ ଉଠି ଯାଇଛି।

ଏ ନେଇ କିଛି ଘଣ୍ଟା ଆଗରୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟର ସୂଚନା ଦେବା ସହ ନିଜ ନାମ ରୁ ମଧ୍ୟ ଚୌକିଦାର କାଢି ଦେଇଛନ୍ତି। ଯାହା ପରେ ପରେ ଅମିତ୍ ସାହା ଙ୍କ ସମେତ ଅନ୍ୟ ତୃଙ୍ଗ ବିଜେପି ନେତା ମାନେ ମଧ୍ୟ ନିଜ ସୋସିଆଲ ମିଡ଼ିଆ ନାମ ରୁ ଚୌକିଦାର କାଢି ଦେଇଛନ୍ତି।

ମୋଦି ନିଜ ଟୁଇଟ ରେ ଉଲ୍ଲେଖ କରିଛନ୍ତି ଯେ ଏହି ଚୌକିଦାର ଅଭିଯାନ କୁ ଆମେ ଏକ ଅନ୍ୟ ସ୍ତର କୁ ନେବା କିନ୍ତୁ ବର୍ତମାନ ପାଇଁ ନିଜ ନାମ ରୁ ଚୌକିଦାର କାଢ଼ିବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *