ରମ୍ଜାନ୍ ମାସରେ ଉନ୍ମାଦଙ୍କ ବିନାଶରେ ଦୋହଲିଗଲା ମେରଠ ସହର

ଉତ୍ତର ପ୍ରଦେଶରେ ଉନ୍ମାଦଙ୍କ ବିନାଶରେ ଦୋହଲିଉଠିଲା ମେରଠ ସହର ,ସେହି ସମୟରେ ମୁସଲିମମାନେ ଦୋକାନ ଭିତରେ ପଶି ବେପାରୀଙ୍କ ସହ ଅନ୍ୟ ଲୋକଙ୍କ ଉପରେ ଭୀଷଣ ହାମଲା କରିଥିଲେ I ଏହି ଘଟଣା ଘଟିଛି 22 ମେ ରାତିର ଯେତେବେଳେ ଭଗତ ସିଂ ମାର୍କେଟରେ ମୁସଲିମମାନେ ଏକ କପଡା ଦୋକାନ ଭିତରେ ପଶି ଗଣ୍ଡଗୋଳ କରିଥିଲେ I ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥରେ ଦେଖିବାକୁ ମିଳିଛି ମୁସଲିମ ଯୁବକମାନେ ସେଠାରେ ଥିବା ଦୋକାନୀ ଓ କାମ କରୁଥିବା ଲୋକଙ୍କୁ ମାରୁଛନ୍ତି I

ଖବର ଅନୁସାରେ ଭଗତ ସିଂ ମାର୍କେଟରେ ଦେବରାଜଙ୍କର ଦେବ କଲେକ୍ସନ ନାମରେ ଏକ କପଡା ଦୋକାନ ଅଛି I ସେହି ଦୋକାନରେ ସେଲସମ୍ୟାନ ଭାବରେ କାମ କରୁଛନ୍ତି ସଚୀନି ଶର୍ମା I ତିନିଦିନ ପୂର୍ବରୁ ସଚୀନି ଶର୍ମାଙ୍କର ମୁସଲିମ ଜାତିର ସମର ନାମକ ଏକ ଯୁବକଙ୍କ ସହ ବିବାଦ ହୋଇଥିଲା I ମେ 22 ରାତିରେ ସମର ତାର ଭାଇ ସାକିବ ଓ ସାତ-ଆଠ ଜଣ ବ୍ୟକ୍ତିକୁ ନେଇ ଦେବରାଜ ଦୋକାନରେ ପହଁଚି ଲୁହା ରଡରେ ହାମଲା କରିଦେଲେ I

ଆରୋପି ସଚୀନୀ ଶର୍ମାକୁ ମାରିବା ସମୟରେ ସେଠାରେ ଉପସ୍ଥିତ ଥିବା ବେପାରୀ ଦେବରାଜ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ବାଡେ଼ଇଲେ I ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଲାଇଛି I

Leave a Reply

Your email address will not be published. Required fields are marked *