ଜାକିରି ମୂଷା ! ମିସ୍ ୟୁ ବ୍ରୋ ….ଏହି ଶବ୍ଦ ହେଉଛି ସେହି ଛାତ୍ରର ଯିଏ ଭାରତର ଲୋକଙ୍କ ଟ୍ୟାକ୍ସ ପଇସାରେ ବଡ ୟୁନିଭର୍ସିଟିରେ ପାଠ ପଢୁଥିଲା I ବିଜେପି 2019 ଲୋକସଭା ନିର୍ବାଚନରେ ବିଜୟ ହାସଲ କରି ଉଶ୍ଚବ ପାଳନ କରୁଥିବା ବେଳେ ହିନ୍ଦୁ ସୈନିକ ମାନେ ଦୁର୍ଦନ୍ତ ଇସ୍ଲାମୀ ଆତଙ୍କବାଦୀ ଜାକିରି ମୂଷାକୁ ମାରି ଭାରତର ଗୌରବ ବଢ଼ାଇଥିଲେ I ପୁରା ଦେଶ ଯେତେବେଳେ ହିନ୍ଦୁ ସୈନିକଙ୍କ ସାହାସୀକତାକୁ ଦେଖି ସାଲୁଟୁ ମାରୁଥିବା ବେଳେ କାଶ୍ମିରୀର ଏକ ଉନ୍ମାଦି ଛାତ୍ର ଯାକିରି ମୂଷାର କଥା ଭାବି କାନ୍ଦି କାନ୍ଦି ଜିନ୍ଦାବାଦ କହିବାକୁ ଲାଗିଥିଲା Iଖବର ଅନୁସାରେ କାଶ୍ମିରୀର ଏକ ଛାତ୍ର ଚଣ୍ଡିଗଡ ୟୁନିଭର୍ସିଟିରେ ପାଠ ପଢ଼ୁଥିବା ବେଳେ ଆତଙ୍କବାଦିଙ୍କୁ ଏକ ଦେଶବିରୋଧି ପୋଷ୍ଟ ସେୟାର କରିଛି I
ଜାକିରି ମୂଷା ସୁରକ୍ଷା କର୍ମୀଙ୍କ ଦ୍ୱାରା ମରିଯାଇଛି I ସେହି କାଶ୍ମିରୀ ଛାତ୍ର ବିବୃତ ଭାବରେ ଟୁକୁଡା ଗ୍ୟାଙ୍ଗର ସଦସ୍ୟ ଥିଲା I ସେ ନିଜ ପୋଷ୍ଟରେ ଜାକିରି ମୂଷା ପାଇଁ ଜିନ୍ଦାବାଦ ଓ ମିଶି ୟୁ ବ୍ରୋ ଭଳି ଶବ୍ଦ ବ୍ୟବହାର କରିଥିଲା I
କାଶ୍ମିରୀର ଛାତ୍ର ଚଣ୍ଡୀଗଡ଼ ୟୁନିଭର୍ସିଟିରେ ପାଠ ପଢ଼ୁଥିବାବେଳେ ସେ ଏକ ଭିଡିଓ ଓ ପୋଷ୍ଟ ଫେସେବୁକୁରେ ଛାଡିଛନ୍ତି ଯେଉଁଥିରେ ଲେଖାହେଇଛି ଜାକିରି ମୂଷା ଜିନ୍ଦାବାଦ I