ଜୟଶ୍ରୀରାମର ସ୍ଲୋଗାନ ଶୁଣି ରାଗିଗଲେ ମମତା ବାନାର୍ଜୀ,କହିଲେ ତମ ଛାଲ ଉତାରିଦେବି

ପଶ୍ଚିମ ବଙ୍ଗଳା:ପଶ୍ଚିମ ବଙ୍ଗଳାର ଉତ୍ତରୀ 24 ପରଗନା ଜିଲ୍ଲାରେ ସି.ଏମ ମମତା ବାନାର୍ଜୀଙ୍କୁ ଦେଖି କିଛି ଲୋକ ଜୟଶ୍ରୀରାମର ସ୍ଲୋଗାନ ଦେଇଥିଲେ ଯାହା ଫଳରେ ମମତା ବାନାର୍ଜୀ ବହୁତ ରାଗିଯାଇଥିଲେ I ତାପରେ ସେ ଗାଡ଼ିରୁ ଓହ୍ଲାଇ ଆସି ସ୍ଲୋଗାନ ଦେଉଥିବା ଲୋକଙ୍କୁ ସାମ୍ନାକୁ ଡାକିଲେ ଓ କହିଲେ ଏଭଳି ଗୁଣ୍ଡାଗିରି ମୁ ବରଦାସ୍ତ କରିବି ନାହିଁ I

ମମତା ବାନାର୍ଜୀ ଧମକ ଦେଇ କହିଲେ ତମମାନଙ୍କର ଛାଲ ଉତାରି ଦେବି I ଆଉ ମଧ୍ୟ କହିଲେ ତମେସବୁ ଆମଯୋଗୁ ବଞ୍ଚିଛ ଗୋଟେ ମିନିଟି ଭିତରେ ତମମାନଙ୍କୁ ଶିଷ୍ଟାଚାର ଶିଖେଇବି I ମତେ ଏମିତି କହିବାକୁ ତମମାନଙ୍କର ସାହସ କେମିତି ହେଲା ଓ କହିଲେ ତମ ମାମାଙ୍କର ଛାଲ ଉତାରି ଦେବି I ମମତା ବାନାର୍ଜୀ ମେଡିଆରେ କହିଲେ ଏଲୋକ ସବୁ ବାହାର ଲୋକ ଓ ବିଜେପିର କାର୍ଯ୍ୟକର୍ତା I

Leave a Reply

Your email address will not be published. Required fields are marked *