ବାଲେଶ୍ୱରରୁ ରାଷ୍ଟ୍ରପତି ଭବନ । ଗରୀବ ସାଂସଦ ରୁ ମନ୍ତ୍ରୀଙ୍କୁ ନେଇ ସବୁଆଡେ ଚର୍ଚା

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରହିଛନ୍ତି ଦୁଇ ଓଡ଼ିଆ ପୁଅ।ପ୍ରଥମକରି ପାର୍ଲାମେଣ୍ଟ ଯାଇଥିବା ବାଲେଶ୍ଵର ର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ବିଧିବଦ୍ଧ ଭାବେ ପଦ ଏବଂ ଗୋପନୀୟତା ରେ ଶପଥ ପାଠ କରିଛନ୍ତି।ଆଉ ମୋଦୀଙ୍କ ଦିତୀୟ ପାଳିର ସରକାରରେ ପ୍ରତାପଙ୍କୁ ରାଷ୍ଟ୍ର ମନ୍ତ୍ରୀ ହେବାର ସୁଯୋଗ ମିଳିଛି।ଏବେ ଜାଣିବା ମୋଦୀଙ୍କ ମନ ଜିନିନେଇଥିବା ଧର୍ମେନ୍ଦ୍ର ପ୍ରଧାନ।ତାଙ୍କୁ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ହେବାର ସୁଯୋଗ।

ଜଣେ ସ୍ୱଚ୍ଛ ଏବଂ ସରଳ ଜୀବନଯାପନ କରୁଥିବା ବ୍ୟକ୍ତିତ୍ଵ ଭାବେ ସେ ସାରା ରାଜ୍ୟରେ ପରିଚିତ। ସେ ୨୦୧୪ ରେ ବିଜେପି ପାଇଁ ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ।ସେ ୨୦୦୪ ଏବଂ ୨୦୦୯ ବିଧାନସଭା ନିର୍ବାଚନ ରେ ନୀଳଗିରି ବିଧାନସଭା ଆସନରୁ ଦୁଇ ଥର ବିଧାୟକ ଆସନରେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *