ସୋସିଆଲ ମିଡିଆ ଚର୍ଚ୍ଚା ରେ ଦୁଇ ମୋଦି: ଜଣେ କେନ୍ଦ୍ର ରେ,ଜଣେ ରାଜ୍ୟ ରେ

ବାଲେଶ୍ଵର ର ପ୍ରତାପ ଷଡ଼ଙ୍ଗୀ ଙ୍କ ବିଷୟରେ ତ ଆପଣ ମାନେ ନିଶ୍ଚୟ ଆଜି କାଲି ର ସୋସିଆଲ ମିଡ଼ିଆ ର ଚର୍ଚ୍ଚା ବିଷୟରେ ଜାଣିଥିବେ। ତାଙ୍କର ସରଳ ଇ ନିଡମ୍ବର ଜୀବନ ଯାପନ ସହ ଏମ୍ ପି ହୋଇ ମଧ୍ୟ ନିଜସ୍ଵ ସମ୍ଭଳ କୁ ଦାନ କରି ଏକ ସାଧାରଣ ଜୀବନ ଯାପନ କରିବା କୁ ନେଇ ଚର୍ଚ୍ଚା ରେ ସେ।

ଏବେ ସୋସିଆଲ ମିଡିଆ ରେ ତାଙ୍କ ସାଧାରଣ ଜୀବନ ଜାପାନ ପରେ ମା ପ୍ରେମ ଭାଏରାଲ୍ ହେବାକୁ ଲାଗିଛି।

ମୋଦି ଙ୍କ ମା ପ୍ରେମ ତ ହୁଏତ ସମସ୍ତେ ଜାଣିଥିଲେ ଏବଂ ସୋସିଆଲ ମିଡ଼ିଆ ରେ ବହୁତ୍ ଚର୍ଚ୍ଚା ରେ ବି ଥିଲେ ସେ, ହେଲେ ଏବେ ପ୍ରତାପ ଙ୍କ ମା ପ୍ରେମ ର କିଛି ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଛି।

ପ୍ରତାପ ଙ୍କୁ ଓଡ଼ିଶା ର ମୋଦି ବୋଲି ମଧ୍ୟ କୁହା ଯାଉଛି।

Leave a Reply

Your email address will not be published. Required fields are marked *