ରଜ ସଙ୍କ୍ରାନ୍ତିରେ ଭୁଲୁରେ କରନ୍ତୁ ନାହିଁ ଏହି ଛଟି ଅଶୁଭ କାମ

ହିନ୍ଦୁ ଧର୍ମରେ ରଜ ସଂକ୍ରାନ୍ତିକୁ ମହତ୍ୱ ବଡ ସଂକ୍ରାନ୍ତି ରୂପେ ପାଳନ କରାଯାଏ I ଜୋତିଶ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗ କରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପରାଦୀନକୁ ମିଶାଇ ତିନିଦିନ ରଜ ପର୍ବ ପାଳନ କରାଯାଏ I ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜପର୍ବ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ର ଅନୁସାରେ କୌଣସି ରାଶିର ପ୍ରଥମଦିନ ଯଥାକ୍ରମେ ଚଣ୍ଡାଳି ବ୍ରହ୍ମଘାତିନୀ ଏବଂ ରଜକୀ ହୋଇଥାଏ ଏବଂ ଚତୁର୍ଥଦିନରେ ସୁନ୍ଦୁରା ଏବଂ ପଞ୍ଚମଦିନରେ ରମଣଯୋଗ୍ୟ ହୋଇଥାଏ ତେଣୁ ଆପଣ ଭୁଲୁରେବି ଏହି ସବୁ କାମ କରନ୍ତୁ ନାହିଁ I ପ୍ରଥମ ହେଉଛି କୁଆଁରୀମାନେ ଶାସ୍ତ୍ର ଅନୁସାରେ ଖାଲି ପାଦରେ ଚାଲିବାକୁ ମନା ଅଟେ I

କୁଆଁରୀମାନେ ଖାଲିପାଦରେ ରଜଶଂକରାତିରେ ଚାରିଦିନ ଭୁଲୁରେବି ଆପଣ ଧରଣୀର ଯେକୌଣସି ସ୍ଥାନରେ ଖାଲିପାଦରେ ଚାଲନ୍ତୁ ନାହିଁ ସେଥିପାଇଁ ତାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ ଏବଂ ସେମାନେ ଚପଲ କିମ୍ବା କଦଳୀ ପତ୍ରର ଚପଲ ଲଗାଇ ଧରଣୀ ରୂପରେ ଚାଲିପାରିବେ I ଦୁତୀୟ କାମ ହେଲା କୃଷକମାନେ ତିନିଦିନ ଧରି ଧରଣୀ ମାଟିକୁ ବିଶ୍ରାମ ଦେବା ଉଚିତ କାରଣ ଏହି ତିନିଦିନରେ ମାଧରିତ୍ରି ରାଜଶାଳା ହୋଇଥାନ୍ତି ଏବଂ ତାଙ୍କୁ ବିଶ୍ରାମ ଦେବା ପାଇଁ ଶାସ୍ତ୍ରରେ ଉଲେଖ କରାଯାଇଛି I ତୃତୀୟ କର୍ମ ହେଲା ରଜଶଂକରାତି ଦିନ ମହିଳାମାନେ ଚୁଲି ଜଳାଇବା କଥା ନୁହଁ ଯେହେତୁ ରଜ ଦିନ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ପହିଲି ରଜରେ ବିଶେଷ କରି ଆପଣ ପୋଡପିଠା ତିଆରି କରି ରଖନ୍ତୁ I

ଚତୁର୍ଥ କାମ ହେଲା ରଜଶଂକରାତିରେ ଆପଣ ଭୁଲୁରେବି ପିଆଜ ରସୁଣ ଏବଂ ମାଂସ ଭୋଜନ କରନ୍ତୁ ନାହିଁ କାହିଁକିନା ଏହି ସବୁ ଖାଦ୍ୟ ତାମସିକ ଖାଦ୍ୟ ଅଟେ I ପଞ୍ଚମ କାମ ହେଲା ରଜ ଶଂକରାତି ଦିନ ଆପଣଙ୍କ କଥା କହିବାରେ ସଠିକ ନିୟନ୍ତ୍ରଣ ରଖନ୍ତୁ ଏହା ସହିତ ସେହିଦିନ ରାଗନ୍ତୁ ନାହିଁ ଆପଣ କାହା ସହିତ ଖରାପ ସମାଲୋଚନା କରନ୍ତୁ ନାହିଁ ଲୋକମାନଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ I

ଶେଷ କାର୍ଯ୍ୟ ହେଲା ଯଦି ଆପଣଙ୍କ ଘରକୁ ରଜଶଂକରାତିଦିନ କୌଣସି ମଧ୍ୟ ଭିକାରି କିମ୍ବା ବୃଦ୍ଧ ଆସିଲେ ଆପଣ ତାଙ୍କୁ କିଛି ନା କିଛ ଅବଶ୍ୟ ଦିଅନ୍ତୁ ଆପଣ ଆପଣଙ୍କର ସାମର୍ଥ୍ୟ ଅନୁସାରେ କିଛିବି ଦେଇପାରିବେ ତ ତାକୁ ଖାଲି ହାତରେ କେବେବି ଫେରାନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *