ଜିଅନ୍ତା ଜଳାଇଦିଆଗଲା ଭାରତର ବିଜୟକୁ ନେଇ ଉଶ୍ଚବ ପାଳନ କରୁଥିବା ଅନୁସୂଚିତ ଯୁବକଙ୍କୁ

ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେଷ୍ଟା କରୁଛନ୍ତିକି ସବୁ ଜାତିର ବିଶ୍ୱାସକୁ ଜିତିବା ପାଇଁ ସେଇଠି ସମାଜ ଭିତରେ ଲୁଚିରହିଥିବା ଏକ ଜାତି ଅନେକ ପ୍ରୟାସକୁ ଦୁର୍ନୀତି ଦେଉଛି I ପୁଣି ଥରେ ସାମ୍ନାକୁ ଆସିଛି ଏକ ଦୁଃସାହାସିକ ଘଟଣା ଯାହାକୁ ଶୁଣିଲାପରେ ରୁମ ଟାଙ୍କୁରୀ ଉଠିବ I ଏହି ଘଟଣାଟି ଘଟିଛି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଶାସିତ ଉତ୍ତର ପ୍ରଦେଶର ଜନପଦ ପ୍ରତାବଗଡ଼ର ଯେଉଁଠି ରଘୁରାଜ ପ୍ରତାବ ସିଂଙ୍କ ସହ ରାଜା ମିଆଁଙ୍କ ନାମ ବାରମ୍ବାର ଚର୍ଚ୍ଚାରେ ରହିଛି I ଏଠାରେ ଆଉଥରେ ଜାତିର ସମ୍ମାନ ଓ ଏକତାର ସ୍ଲୋଗାନ ଦେଉଥିବା ବାଲାଙ୍କ ଉପରେ ପ୍ରଶ୍ନ ଉଠିଛି କାହିଁକିନା ଏଠାରେ ଏକ ଦେଶଭକ୍ତ ଯୁବକକୁ ଜିଅନ୍ତା ଜଳାଇଦିଆଯାଇଛି ଓ ସେ ଅଜାତି ବର୍ଗର I ଭାରତ ପାକିସ୍ତାନ ଭିତରେ ଖେଳାଯାଇଅଥିବା ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା I ଭାରତ ବିଜୟର ଉଶ୍ଚବ ପାଳିବା ପରେ ଚଷୁର କୁଡ଼ିଆରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି I

ଏହି ଘଟଣାଟି ଉତ୍ତର ପ୍ରଦେଶର ପ୍ରତାବଗଡର ରାମପୁର ବିଲ୍ଲା ଗାଁର ଘଟିଛି I ମୃତକ ବିନୟ କୁମାର ଅନୁସୂଚିତ ଜାତିର ଥିଲେ I ଖବର ଅନୁସାରେ ରବିବାର ଦିନ ଭାରତ-ପାକ ମ୍ୟାଚ ଦେଖିବା ପରେ ଭାରତର ବିଜୟକୁ ନେଇ ଉଶ୍ଚବ ପାଳନ କରିଥିଲା I ଏହା ପରେ ସଂପ୍ରଦାୟ ଲୋକଙ୍କ ସହ ତାର ଝଗଡା ହୋଇଥିଲା I ଷୋମବାର ସକାଳେ ଗାଁବାଲା ଦେଖନ୍ତିତ ଗାଁର ବାହାରେ ଥିବା ବିନୟ କୁମାରର କୁଡ଼ିଆ ଜଳିଯାଇଛି I ତାର ଶରୀର ପୁରା ଭାବରେ ଜଳିଯାଇଥିଲା ,ଯୋଉଥି ଯୋଗୁ ତାକୁ ଚିହ୍ନିବା କଷ୍ଟକର ହୋଇଯାଇଥିଲା I ଗାଁବାଲା ଦାବି କରୁଛନ୍ତିକି ତାର ହତ୍ୟା କରାଯାଇଛି ଓ ଏହା ରବିବାର ରାତିରେ ହୋଇଥିବା ବିବାଦ କାରଣରୁ ହେଇଛି I

Leave a Reply

Your email address will not be published. Required fields are marked *