ନିରିହ ଶିଶୁ ଙ୍କ ମୃତ୍ୟୁ ର ଦୁତ ସାଜିଛି ଲିଚୁ,୧୦୦ ମୁଣ୍ଡ ନେଲାଣି

ଏହା ଭିତରେ ସହରରେ ପହଁଚୁଥିବା ରସ ଫଳ ଲିଚି ବିବାଦ କେନ୍ଦ୍ରକୁ ଆସିଛି I ଚିକିତ୍ସା ବିଶେଷଜ୍ଞ ସହ ବିହାର ସରକାରର ମନ୍ତ୍ରୀ ପର୍ଯ୍ୟନ୍ତ ମେଡିଆରେ କହିଛନ୍ତିକି ଛୁଆଙ୍କ ମୃତ୍ୟୁ ପଛରେ ଲିଚି ଖାଇବା ଏକ ପ୍ରକାର କାରଣ ହୋଇପାରେ I ଲିଚିର ବିଜରେ ଏମସିପିଜି ଉପସ୍ଥିତ ଯୋଗୁ ଛୁଆଙ୍କର ମୃତ୍ୟୁ ହେଉଛି ବୋଲି ପୂର୍ବରୁହିଁ ହଙ୍ଗାମା ଠିଆହୋଇଥିଲା I ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗବେଷଣା ଅନୁସାରେ ଛୁଆଙ୍କ ମୃତ୍ୟୁ ପଛରେ ଥିବା ଲିଚି ବହୁଶାରା କାରଣରୁ ଗୋଟିଏ ମାତ୍ର କାରଣ ସ୍ପଷ୍ଟ ହୋଇଛି I

ଏହି ବିବାଦର ପ୍ରଭାବ ମୁଜ୍ଜଫରପୁରରେ ଗର୍ବିତ ମନାଯାଉଥିବା ଲିଚି ବେପାରୀ ଓ ରସ ଫଳର କୃଷକଙ୍କ ଉପରେ ପଡୁଛି I ମୁଜ୍ଜଫରପୁର କ୍ଷେତ୍ରର କୃଷକଙ୍କୁ ଏହା ଲାଗୁଛିକି ବିନା ନିଷ୍ପତିମୂଳକ ପ୍ରମାଣରେ ତାଙ୍କ ଫସଲର ବଦନାମ ଯୋଗୁ ଲିଚିର ବିକ୍ରି ଉପରେ ଖରାପ ପ୍ରଭାବ ପଡୁଛି I ସହରର ସାଧାରଣ ଜନତା ମାନୁଛନ୍ତିକି ନିରୀହ ଛୁଆମାନଙ୍କର ମୃତ୍ୟୁର ଅସଲି କାରଣ ନପାଇବାରୁ ବିହାର ସରକାର ଲିଚିବାଲାଙ୍କୁ ଦାୟୀ କରୁଛି Iସ୍ଥାନୀୟ ନିବାସୀ ସୁକେଶ କୁମାର କହିଲେକି ଲିଚିକୁ ଆମ ସହରର ଗର୍ବ ବୋଲି ମନାଯାଏ I ତାଙ୍କ କହିବା ଅନୁସାରେ ମତେ ଷାଠିଏ ବର୍ଷ ହେଲାଣି ମୁ ଲିଚି ଖାଇ ଖାଇ ଜୀବନ ବିତିଯାଇଛି I ଲୋକ ଯାହା କହୁଛନ୍ତି କୁହନ୍ତୁ କିନ୍ତୁ ସତ ଏହାକି ଏଠାକାର ପିଲା ଶତାଧିରୁ ଲିଚି ଖାଇ ବଡ ହୋଇଛନ୍ତି I ଗରମ କାରଣରୁ ଛୁଆ ବେମାରରେ ପଡୁଛନ୍ତି କାରଣ ମୁଜ୍ଜଫରପୁରରେ ତାପମାତ୍ରା 45 ଡିଗ୍ରୀ Iଲିଚିକୁ ବିନା କାରଣରେ ବଦନାମ କରାଯାଉଛି ଯେତେବେଳେ ମୁଜ୍ଜଫରପୁରର ମାନେହିଁ ଲିଚି ଓ ଲିଚିର ପର୍ଯ୍ୟାୟ ମୁଜ୍ଜଫରପୁର I ଯଦି ଲିଚି ଖାଇବାଦ୍ୱାରା ଛୁଆ ମରୁଛନ୍ତି ତ ବଡ ଘରର ଛୁଆ ମଧ୍ୟ ମରୁଛନ୍ତି କିନ୍ତୁ ଏହା ନୁହଁକି ଖାଲି ଗରିବ ଘରର ଛୁଆ ଏମ୍ସିପିଜିର ଶିକାର ହଉଛନ୍ତି I ଏଠାକାର ଲିଚି ମୁଜ୍ଜଫରପୁରରୁ ନେଇ ଦିଲ୍ଲୀ ମୁମ୍ବାଇ ପର୍ଯ୍ୟନ୍ତ ସବୁ ଲୋକ ଖାଉଛନ୍ତି I ଖାଲି ମୃତ୍ୟୁ କାହିଁକି ଗ୍ରାମୀଣ ମୁଜ୍ଜଫରପୁରର ସବୁଠୁ ଗରିବ ଘରେ କାହିଁକି ହଉଛି କୌଣସି କାରଣ ନମିଳିବାରୁ ଏଥିପାଇଁ ଲିଚିକୁ ଦୋଷୀ ବୋଲି କହୁଛନ୍ତି କାରଣ ଲିଚିର ଫସଲ ଆଡକୁ ଛୁଆର ବେମାର ପଡିବା ସିଜିନି ପାଖାପାଖି ଏକା I

Leave a Reply

Your email address will not be published. Required fields are marked *