24 ଘଣ୍ଟା ଭିତରେ ମେଜର ସହିତ ଚାରିଜଣ ଯବାନଙ୍କ ସହିଦ

ଜମ୍ମୁକାଶ୍ମୀରୀରେ ଆତଙ୍କ ବିରୁଦ୍ଧରେ ସୁରକ୍ଷାବଳ ଆକ୍ସନରେ ଅଛନ୍ତି କିନ୍ତୁ ଆତଙ୍କର ବାଜ ଆସୁନାହିଁ I ବିତିଥିବା 24 ଘଣ୍ଟା ଭିତରେ ଜମ୍ମୁକାଶ୍ମୀରୀରେ ଏକ ମେଜର ସହିତ ଚାରି ଯବାନ ଅଲଗା ଅଲଗା ଆତଙ୍କ ଘଟଣାରେ ମୃତ୍ୟୁ ବରଣ କରିଛନ୍ତି Iଯେଉଁଥିରେ ଜଣେ ଓଡିଆ ଜବାନ ବି ଅଛନ୍ତିI

ଆଜି ଅନନ୍ତନାଗରେ ଆତଙ୍କ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଦୁଇଜଣ ଆତଙ୍କବାଦୀ ମରିଛନ୍ତି ଓ ଜଣେ ଯବାନ ସହିଦି ହୋଇଛନ୍ତି I ସେଇଠି କାଲି ଅନନ୍ତନାଗରେଭି ଆତଙ୍କୀୟ ଏନକାଉଣ୍ଟରରେ ଜଣେ ମେଜର ସହିଦି ହୋଇଛନ୍ତି I ସେଇଠି କାଲି ପୁଲୱାମାରେ ସେନାଙ୍କ ଗାଡି ଉପରେ ହାମଲା ହୋଇଥିଲା ,ଏହି ହାମଲାରେ ଦୁଇଜଣ ଯବାନ ସହିଦି ହୋଇଗଲେ ,ଯେତେବେଳେ 9ଜଣ ଯବାନ ଆଘାତ ପାଇଥିଲେ I

Leave a Reply

Your email address will not be published. Required fields are marked *