ପ୍ରତିଶୃତି ରଖିଲେନି ମୁଖ୍ୟମନ୍ତ୍ରୀ ,କଥା ଦେଇ ଠକିଦେଲେ ବାବାଙ୍କୁ ଟିକେଟ ନମିଳିବାରୁ ଏମିତି କହିଲେ ବାବା

ରାଜ୍ୟସଭା`ପାଇଁ ତିନିଜଣଙ୍କ ନାମ ଘୋଷଣା ହେଇଥିବା ବେଳେ ପୂର୍ବରୁ ଚାଉ ପଟନାୟକ ଏବଂ ସାଂସଦ ତଥା ବାବା ପ୍ରସନ୍ନ ପାଟ ଶାଣୀ ଙ୍କୁ ନିରାଶ ହେବାକୁ ପଡିଛି I ନିର୍ବାଚନ ସମୟରେ ଉଭୟ ଙ୍କୁ ରାଜ୍ୟସଭା ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଏପରିକି ବାବା ଙ୍କ ନାମ ମଧ୍ୟ ସେହିଦିନ ଘୋଷଣା କରିଥିଲେ ଯେବେ ଅରୂପ ଙ୍କ ନାମ ଘୋଷଣା ହେଇଥିଲା ,ତଥାପି ନିଜ ପ୍ରତିଶୃତି ରଖିଲେନି ମୁଖ୍ୟମନ୍ତ୍ରୀ I ବାବାଙ୍କୁ ରାଜ୍ୟସଭା ନପଠାଇବାରୁ ମନଦୁଃଖ କରିଛନ୍ତି ସେ ଏବଂ କହିଛନ୍ତି କି କର୍ମୀ ମାନେ ଚାଁହୁଥିଲେ ସେ ହୁଅନ୍ତୁ ବୋଲି ,କିନ୍ତୁ ସୁପ୍ରିମ ଯାହାଙ୍କୁ ବାଛିଲେ ସେ ଖୁଶି ଅଛନ୍ତି I ଦଳ ଏବଂ ରାଜ୍ୟ ପାଇଁ ଯେ ଉର୍ନ୍ନତି କରିବ ମୁଖ୍ୟମନ୍ତ୍ରି ତାଙ୍କୁ ଚୟନ କରିଛନ୍ତି I

Leave a Reply

Your email address will not be published. Required fields are marked *