ମହାବଳ ବାଘ ସହିତ ଲଢ଼ି ନିଜ ସାନଭାଇ କୁ ବଞ୍ଚାଇଲା ୧୪ ବର୍ଷର ବାଳକ

ବୟସ 14 କଣ ବା ତାକୁ ଜଣା ଅଛି ଦୁନିଆ ବିଷୟରେ ? ତଥାପି ଏ ବୟସରେ 14ବର୍ଷ ବାଳକର ସାହସ ଦେଖି ସମସ୍ତେ ଚକିତ I ପାଖରେ ସାନ ଭାଇ ,ଆଖି ସାମ୍ନାରେ ବାଘ ,ଝାମ୍ପିନେବାକୁ ଚାଁହୁଛି ନିଜ ସାନ ଭାଇକୁ ,ଏ ଘଟଣା କୁ ସହଜରେ ଗ୍ରହଣ କରିପାରିନଥିଲା 14ବର୍ଷର ବଡ ଭାଇ I ନିଜ ଭାଇ କୁ ବଞ୍ଚାଇବାକୁ ବାଘ ସହିତ ଲଢ଼ିବାକୁ ବି ଡ଼ରିନଥିଲା 14ବର୍ଷର ବାଳକ I ପାଖରେ ଥିବା ପଥର ଟେକି ଫୋପାଡିଥିଲା ବାଘ ଉପରକୁ I

ଫଳରେ ବାଘଟି କ୍ଷତ ହେଇ ଦୌଡ଼ିଥିଲା ଜଙ୍ଗଲ କୁ ଆଉ ନିଜ ସାନ ଭାଇ ସୁରକ୍ଷିତ ହେଇଯାଇଥିଲା I ଘଟଣାଟି ମହାରାଷ୍ଟ୍ରର ଥାନେ ଜିଲ୍ଲାର କର୍ପଟୱାଡି ଗାଁର I ବାଳକ ର ନାମ ନରେଶ ଏବଂ ସାନ ଭାଇ ହର୍ଷଦ I

Leave a Reply

Your email address will not be published. Required fields are marked *