ସରକାରୀ କର୍ମଚାରୀ ଙ୍କ ପାଇଁ ବଢ଼ିଲା ଅଡୁଆ ,ଏଥରକ ଅଫିସ ରେ ୧୦ଟାରୁ ସାଢ଼େ ୫ ଯାଏଁ ରହିବାକୁ ବାଧ୍ୟ

କଥାରେ ଅଛି ଚାକିରୀ କରିବ ତ ସରକାରୀ ଚାକିରୀ I କିଛି ଟେନ୍ସନ ନାହିଁ ,ସକାଳ 11 ଟା ବେଳକୁ ଅଫିସ ଆସ ,4ଟା ବେଳକୁ ଘରକୁ ଯାଅ ,କେହି ନାହାନ୍ତି କହିବାକୁ I ଏଥରକ କିନ୍ତୁ ସରକାରୀ କର୍ମଚାରୀ ଙ୍କ ପାଇଁ ଲାଗୁ ହେଇଛି ନୂଆ ନିୟମI ଲାଗୁ ହେଇଥିବା ନୂଆ ନିୟମ ଅନୁଯାଇ ଏଥରକ ପ୍ରତି ମାସର ଚତୁର୍ଥ ଶନିବାର ଛୁଟି ରହିବ I ଏହା ସହିତ ଅନ୍ୟ କାର୍ଯ୍ୟ ଦିବସ ଗୁଡିକରେ 10ରୁ 4ବଦଳରେ ଏଥରକ ସକାଳ ୧୦ଟାରୁ ଆରମ୍ଭ ହେଇ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଅଫିସ ଚାଲୁ ରହିବ ଏବଂ ସରକାରୀ କର୍ମଚାରୀ ମାନେ ଅଫିସ ରେ ରହିବାକୁ ବାଧ୍ୟ ,ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

ମଧ୍ୟାହ୍ନ ଭୋଜନ ପାଇଁ ୧.୩୦ରୁ ୨ଟା ପର୍ଯ୍ୟନ୍ତ ଅଧ ଘଣ୍ଟାଏ ର ବିରତି ରହିବ I

Leave a Reply

Your email address will not be published. Required fields are marked *