ଏଥର ଅଫିସର ମାନେ ଲୋକଙ୍କୁ ପଚାରିବେ ଆପଣମାନେ ଖୁସି ତ ? ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଲାଗୁ ହେଇଚି ନୂଆ ନିୟମ ,ଏଥରକ ସକାଳ 10 ରୁ ଅପରାହ୍ନ 5.30 ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ ରେ ରହିବାକୁ ବାଧ୍ୟ I ତେବେ ଏହି ଅବସରରରେ ସରକାରୀ ଅଫିସର ମାନଙ୍କୁ ଡାକି ଏକ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ I ସମସ୍ତ କାର୍ଯ୍ୟ ତଦାରଖ କରିବା ସହିତ ଅଫିସର ମାନଙ୍କୁ କହିଛନ୍ତି କି କେବେ ପଚାରିଛ ତମ ପାଖକୁ ଆସୁଥିବା ଲୋକମାନେ ସତରେ ଖୁସି ଅଛନ୍ତି କି ନାହିଁ ? ଆମର ଦାୟିତ୍ୱ ହେଉଛି ଆମେ ସେମାନଙ୍କୁ ପଚାରିବା ସେମାନେ ଠିକ ରେ ସେବା ପାଉଛନ୍ତି କି ନାହିଁ I ଏ ସବୁ ଅଫିସ ସେମାନଙ୍କ ପାଇଁ ଏବଂ ସେମାନଙ୍କ ଟଙ୍କାରେ I ତେଣୁ ସେମାନଙ୍କୁ ଉଚିତ ସେବା ଦେବା ମଧ୍ୟ ତୁମ ଦାୟିତ୍ୱ I

Leave a Reply

Your email address will not be published. Required fields are marked *