ଜାପାନ ରେ ଓଡିଶା ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସଂଶା କଲେ ମୋଦି

ବିଦେଶରେ ଓଡିଶା ମୁଖ୍ୟମନ୍ତ୍ରୀ ଏବଂ ଓଡିଶାକୁ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ I ନିକଟରେ ଜି-୨୦ ସମ୍ମିଳନୀ ପାଇଁ ମୋଦି ଜାପାନ ଗସ୍ତରେ ଯାଇଛନ୍ତି I ତେବେ ସେଠାରେ ହେଇଥିବା ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନଵୀନପଟନାୟକ ଙ୍କ ପ୍ଲାନ କୁ ଭୁୟସୀ ପ୍ରଶଂସା କରିଛନ୍ତି। ବିଦେଶରେ ପ୍ରବାସୀ ଭାରତୀଙ୍କୁ ସମ୍ବୋଧିତ କରୁଥିବା ସମୟରେ ମୋଦି ନବୀନ ଙ୍କ ପ୍ରସଂଶା କରିଥିଲେ I ଫନି ସମୟରେ କିପରି ମୁଖ୍ୟମନ୍ତ୍ରୀ ଙ୍କ ସୁପରିକଳ୍ପିତ ଯୋଜନା ପାଇଁ ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେଇପାରିଥିଲେ ଏବଂ ବାତ୍ୟା ଦ୍ୱାରା ହେବାକୁ ଥିବା ବଡ ବିପଦ କୁ ଟାଳି ଦିଆଯାଇଥିଲା ତାହାକୁ ବର୍ଣ୍ଣନା କରିଥିଲେ I

Leave a Reply

Your email address will not be published. Required fields are marked *