ଗାଡ଼ିରେ ପୋଲିସ ଷ୍ଟିକର ଲଗାଇବା ପଡିବ ମହଙ୍ଗା ,ଯିବାକୁ ପଡ଼ିପାରେ ଜେଲ୍‌

ବାଇକ ପଛରେ ନମ୍ବର ପ୍ଲେଟ ରେ ସାଧାରଣତଃ ଆପଣ ପ୍ରେସ ,ପୋଲିସ ଏସବୁ ଲେଖଥିବାର ଦେଖିଥିବେ,ତେବେ ଏଥର ପୋଲିସ ଷ୍ଟିକର ଲଗାଇବା ପଡିବ ମହଙ୍ଗା ,ଏପରିକି ଏଥିପାଇଁ ପୋଲିସ ବାବୁଙ୍କୁ ଗିରଫ ହେବାକୁ ମଧ୍ୟ ପଡିପାରେ I ଏଭଳି ନିର୍ଦେଶ ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ I

ହାଇକୋର୍ଟ ଙ୍କ ନିର୍ଦେଶ ଅନୁଯାଇ ଯଦି ମହାରାଷ୍ଟ୍ର ରେ କୌଣସି ବି ପୋଲିସ ବାବୁ ଙ୍କ ନିଜ ବାଇକ ରେ ପୋଲିସ ଷ୍ଟିକର ଲାଗି ପାରିବ ନାହିଁ ,ଏହାଦ୍ୱାରା ଅନେକ ସମସ୍ୟା ହେଇପାରେ ଏପରିକି ଅପରାଧୀ ମାନେ ମଧ୍ୟ ଏହାର ଦୁରୁପଯୋଗ କରିପାରନ୍ତି ,ତେଣୁ ଏହା କୁ ରୋକିବାକୁ କୋର୍ଟ ଏଭଳି ଅଭିନବ ନିର୍ଦେଶ ଦେଇଛନ୍ତି

I ଯଦି ଏହି ନିର୍ଦେଶ କୁ ଅବମାନନା କରି କୌଣସି ବି ପୋଲିସ କର୍ମଚାରୀ ନିଜ ଗାଡ଼ିରେ ପୋଲିସ ଷ୍ଟିକର ଲଗାନ୍ତି ,ତେବେ ସେମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏପରିକି ଦରକାର ପଡିଲେ ଗିରଫ ମଧ୍ୟ କରାଯିବ I

Leave a Reply

Your email address will not be published. Required fields are marked *