ଓଡିଶାକୁ ଚାଇନା ବଢ଼ାଇଲା ସହାୟତା ର ହାତ ‘ଫୋନି’ କ୍ଷତିଗ୍ରସ୍ତ ପାଇଁ 6 କୋଟି ସହାୟତା

ବାତ୍ୟା ଫନି ସାରା ଓଡିଶାକୁ ଛୀନ ଛତ୍ର କରି ଚାଲିଯାଇଥିବା ବେଳେ,ଏବେବି ପୁରୀ ର ଅବସ୍ଥା ସୁଧୁରି ନାହିଁ, ଅଧିକାଂଶ ଅଞ୍ଚଳ ରେ ବିଦ୍ୟୁତ ବ୍ୟବସ୍ତା ,ପାନୀୟ ଜଳ ,ଗମନାଗମନ ସୁଧାର ହେଇନି I ତେବେ ବାତ୍ୟାରେ ଓଡିଶା ର ଏପରି କ୍ଷୟକ୍ଷତି ପାଇଁ ସହାୟତା ର ହାତ ବଢ଼ାଇଛି ଚାଇନା ର ହଂକଂ ସରକାର I ବାତ୍ୟା ପୀଡିତ ମାନଙ୍କ ପାଇଁ ଚାଇନାର ହଂକଂ ସରକାର ଓଡିଶା ପାଇଁ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ 6କୋଟି 17ଲକ୍ଷ ସହାୟତା ବଢ଼ାଇଛନ୍ତି I ଏହି ଅର୍ଥରେ ବାତ୍ୟା ପୀଡିତ ଙ୍କ ପାଇଁ ବାସଗୃହ ,ଖାଦ୍ୟ ଯୋଗାଇଦେବାକୁ ଚାଇନାର ହଂକଂ ସରକାର ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *