ମିସେସ କୁଇନ୍ ୟୁନିଭର୍ସ ଟ୍ରଫି ଆଣି ନିଜ ଗାଁ ରେ ପହଁଚିଲେ ମୁକୁଟ ବିଜୟିନୀ ଭଦ୍ରକ ଝିଅ

ନିକଟରେ ଆୟୋଜିତ ମିସେସ କୁଇନ୍ ୟୁନିଭର୍ସ ପ୍ରତିଯୋଗିତାରେ ବାଜିମାତ କରିଥିବା ଓଡ଼ିଆ ଝିଅ ପ୍ରତିମା ପଣ୍ଡା ନିଜ ଗ୍ରାମ ସନ୍ଥିଆ କୁ ଫେରିଛନ୍ତି I ଭଦ୍ରକ ର ଝିଅ ପ୍ରତିମା ପଣ୍ଡା ଜୁନ୍ ୧୮ତାରିଖ ଦିନ ଏହି ମୁକୁଟ ପିନ୍ଧି ସାରା ଓଡିଶା ପାଇଁ ଗର୍ବ ଆଣିଥିଲେ I ନିଜ ଗ୍ରାମରେ ପହଞ୍ଚିବା ପରେ ସବୁ ମହଲରୁ ତାଙ୍କୁ ସ୍ୱାଗତ କରାଯାଉଛି I ତାଙ୍କ ଘର ଭଦ୍ରକ ର ସନ୍ଥିଆ ଗ୍ରାମରେ Iସୂଚନା ଥାଉ କି ଭାରତର ବିଭିର୍ଣ୍ଣ ରାଜ୍ୟରୁ 46ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ I ଗୁରୁଗ୍ରାମ ର ବ୍ରିଷ୍ଟୋଲ ହୋଟେଲ ରେ ଜୁନ 16 ରୁ 19 ଏହି ପ୍ରତିଯୋଗିତା କୁ MIHH ଦ୍ୱାରା ଆୟୋଜନ କରାଯାଇଥିଲା I

Leave a Reply

Your email address will not be published. Required fields are marked *