ଯଦି ଅଧିକ ମଦ ବିକିଲେ ପୁରସ୍କାର ମିଳିବ ତେବେ ସ୍ୱୀକୃତିପ୍ରାପ୍ତ ବେଶ୍ୟାଳୟ ବି ଖୋଲାଯାଉ :ଦାମ ରାଉତ

ଅବକାରୀ ବିଭାଗର ନୂଆ ଘୋଷଣା କୁ ନେଇ ଏବେ ସବୁଆଡେ ଜୋରଦାର ଚର୍ଚା ସହିତ ତୀବ୍ର ସମାଲୋଚନା କରାଯାଉଛି I ଯେଉଁ ମଦ ବେପାରୀ ଯେତେ ଅଧିକ ମଦ ବିକିବେ ତାଙ୍କୁ ପୁରସ୍କାର ଦିଆଯିବ ଏପରି ରିପୋର୍ଟ ବିଧାନସଭା ରେ ଦାଖଲ ହେବାପରେ ଏବେ ସବୁଆଡେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଉଛି I ଏ ପରିପ୍ରେକ୍ଷୀରେ ବଳିଷ୍ଠ ନେତା ଦାମୋଦର ରାଉତ ଏକ ସାକ୍ଷାତକାର ରେ କହିଛନ୍ତି ଯେ ଯଦି ସରକାର ଭାବୁଛନ୍ତି ଯେ ଅଧିକ ରାଜସ୍ବ ପାଇଁ ମଦ ଅଧିକ ବିକିବା ଦରକାର ତେବେ ଭୁବନେଶ୍ୱର ରେ ଅଧିକାଂଶ ସମୟରେ ସେକ୍ସ ରାକେଟ ଧରାପଡୁଛି ,ତେଣୁ ବିଦ୍ଧିବଦ୍ଧ ଭାବରେ ବେଶ୍ୟାଳୟ ଖୋଲାଯାଉ ଏହାଦ୍ୱାରା ସେକ୍ସ ସ୍କ୍ୟାଣ୍ଡଲ କମିଯିବ ଏବଂ ସରକାର ଙ୍କୁ ମଧ୍ୟ ଯଥେଷ୍ଟ ଅର୍ଥ ମିଳିବ I

One Comment on “ଯଦି ଅଧିକ ମଦ ବିକିଲେ ପୁରସ୍କାର ମିଳିବ ତେବେ ସ୍ୱୀକୃତିପ୍ରାପ୍ତ ବେଶ୍ୟାଳୟ ବି ଖୋଲାଯାଉ :ଦାମ ରାଉତ”

Leave a Reply

Your email address will not be published. Required fields are marked *