ପୁଣି କେନ୍ଦ୍ରାପଡା ରେ କଲେଜ ଛାତ୍ରୀ ଙ୍କ ସେକ୍ସ ଭିଡିଓ ଭାଇରଲ କଲା ପ୍ରେମିକ

ନିକଟରେ ଭୋଗରାଇ ରେ ଜଣେ କଲେଜ ଛାତ୍ରୀ ଙ୍କ ସେକ୍ସ ଭିଡିଓ ପ୍ରେମିକ ଦ୍ୱାରା ଭାଇରଲ ହେଇଥିବା ବେଳେ ପୁଣିଥରେ କେନ୍ଦ୍ରାପଡା ରେ ଏହାର ରିପିଟ ଘଟିଛି I ପ୍ରେମିକ ଜଣଙ୍କ ପ୍ରେମିକା ର ସେହି ଗୋପନୀୟତା ସମୟ କୁ ଭାଇରଲ କରିଦେଇଛି ଇଁ ଖବର ଅନୁଯାଇ ଘଟଣାଟି କେନ୍ଦ୍ରାପଡା ର ପଟ୍ଟାମୁଣ୍ଡାଇ ଅଞ୍ଚଳର I

ଏଠାକାର ଜଣେ କଲେଜ ପଢୁଆ ଛାତ୍ରୀ ଏବଂ ଆଉ ଜଣେ ଯୁବକ ଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା , ପରେ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ I ଘଟଣାଟି ୨୦୧୪ ମସିହାର I ତେବେ ସେହି ସମୟରେ ସେହି ଘଟଣାକୁ ରେକର୍ଡିଙ୍ଗ କରି ରଖିଥିଲା ପ୍ରେମିକ ଜଣଙ୍କ I ଏହାପରେ ସେହି ଭିଡିଓ କୁ ଦେଖାଇ ବାରମ୍ବାର ଛାତ୍ରୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମିକ ଜଣଙ୍କ I

ଛାତ୍ରୀ ଜଣଙ୍କ ଏଥିରେ ରାଜି ନହେବାରୁ ସେ ଭିଡିଓ କୁ ସିଡ଼ି କରି ବିକ୍ରି କରିଦେବ ବୋଲି ଧମକ ଦେଇଥିଲା I କେବଳ ଏତିକି ନୁହେଁ ଛାତ୍ରୀ ଙ୍କ ସହିତ ସେହି ଗୋପନୀୟତା ର କିଛି ଅଂଶ ସେ ସୋସିଆଲ ମିଡିଆରେ ଛାଡିଦେଇଥିଲା I ଛାତ୍ରୀ ଙ୍କ ମାମୁଙ୍କୁ ମଧ୍ୟ ପ୍ରେମିକ ଜଣଙ୍କ ଭିଡିଓ ପଠାଇଥିଲା I

ଏହାପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ସମ୍ପୃକ୍ତ ଯୁବକ ସୌମ୍ୟରଞ୍ଜନ ସାହୁ କୁ ପୋଲିସ ଗିରଫ କରିଛି I

Leave a Reply

Your email address will not be published. Required fields are marked *