ଶିକ୍ଷକ ଙ୍କ ନାମରେ କଳଙ୍କ ବୋଲି ଦେଇଛନ୍ତି ଜଣେ ଇଂରାଜୀ ଶିକ୍ଷକ I ସୂଚନା ଅନୁଯାଇ ଘଟଣାଟି ପାଟଣାର I ଏଠିକାର ଲିଟିଲ ଫ୍ଲାୱର ସ୍କୁଲ୍ ରେ ପାଠ ପଢ଼ୁଥିବା ୬ଷ୍ଠ ଶ୍ରେଣୀରେ ଛାତ୍ରୀ ଙ୍କ ପାଠ ରେ ଦୁର୍ବଳ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଅଭିଵାଭକ ଙ୍କୁ ଡକାଇ ଝିଅ କୁ ଟିଉସନ ପଠାଇବାକୁ କହିଥିଲେ ଏବଂ ପାଖରେ ଥିବା ଇଂରାଜୀ ଶିକ୍ଷକ ଧର୍ମେନ୍ଦ୍ର କୁମାର ଙ୍କ ପାଖକୁ ପଠାଇବାକୁ ଜଣାଇଥିଲେ I ପରିବାର ଲୋକ ମଧ୍ୟ ଝିଅ କୁ ଧର୍ମେନ୍ଦ୍ର ସାର ଙ୍କ ପାଖକୁ ପଠାଇଥିଲେ I ତେବେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଟିଉସନ ଯିବାପରେ ଶିକ୍ଷକ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଶାରୀରିକ ସମ୍ପର୍କ ରଖି ରେକର୍ଡିଙ୍ଗ କରିଥିଲେ