ମିଛ ପ୍ରମାଣିତ ହେଲା ଅନୁଭବଙ୍କ ନାଁ ରେ ଆସିଥିବା ଅଭିଯୋଗ। ପୋଲିସ ବନ୍ଦ କଲା ଫାଇଲ

ଅନୁଭବଙ୍କ ନାଁ ରେ ମହିଳା ଆଣିଥିବା ଅଭିଯୋଗ ଶେଷରେ ମିଥ୍ୟା ପ୍ରମାଣିତ ହେଇଛି। ଘଟଣାରେ କୌଣସି ସତ୍ୟା ସତ୍ୟ ନଥିବାରୁ ମାମଲାଟିକୁ ବନ୍ଦ କରିଦେଇଛନ୍ତି କଟକ ପୋଲିସ। ଠିକ ମାସେ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ରେ ଆସିଥିଲା ଏକ ବିରାଟ ଅଭିଯୋଗ ଆଉ ଅଭିଯୋଗ ଆଣିଥିଲେ ଜଣେ ମହିଳା ଅଭିଯୋଗରେ ମହିଳା ଦର୍ଶାଇଥିଲେ ଯେ ସାଂସଦଙ୍କ ଭାଇ ଅନୁପ୍ରାସ ମହାନ୍ତି ତାକୁ ହଇରାଣ କରୁଥିଲେ। ଏହା ପରେ ପୁରୀ ଘାଟ ଥାନାରେ ଏକ ମାମଲା ରୁଜ୍ଜୁ ହେଇଥିଲା। ହେଲେ ଉକ୍ତ ଅଭିଯୋଗର କୌଣସି ସତ୍ୟା ସତ୍ୟ ନଥିବା ପୋଲିସ ତଦନ୍ତ ରିପୋର୍ଟରୁ ଜଣା ପଢ଼ିଛି ସେଥିଲାଗି ତଦନ୍ତ ସାରି ରିପୋର୍ଟ ଫାଇଲ ବନ୍ଦ କରାଯାଇଛି । ଏକଥା ଖୋଦ କଟକ ଡିସିପି କହିଛନ୍ତି

Leave a Reply

Your email address will not be published. Required fields are marked *