ଓଡିଶା ଛାଡି ବାହାରକୁ ପଳାଇଲେ ଚଲା ପାଣି ଚଲା ବାବା ସାରଥୀ ,ମିଳିଲା ସୂଚନା

ଜେଲ ରୁ ବାହାରିବା ପରେ କେଉଁଆଡେ ସାରଥୀ ଯାଇଛନ୍ତି ତାହାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାର ଆସିଛି ନୂଆ ମୋଡ I ସାରଥୀ ଓଡିଶା ଛାଡି ବାହାରକୁ ପଳାଇଛନ୍ତି I କେନ୍ଦ୍ରାପଡା ର ବାରିମୂଳ ଆଶ୍ରମ ସାରଥୀ ଙ୍କ ପାଇଁ ବାରଣ ହେଇଥିବାରୁ ସାରଥୀ ଓଡିଶା ଛାଡି ପଳାଇଛନ୍ତି I ଚର୍ଚା ଏନେଇ ତାଙ୍କ ଓକିଲ ଜଣାଇଛନ୍ତି I ଚର୍ଚା ଚାଲିଥିଲା କି ସାରଥୀ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ କିନ୍ତୁ ତାଙ୍କ ଓକିଲ କହିଛନ୍ତି କି ସେମିତି କିଛି ସର୍ତ ନାହିଁ I କେବଳ ବାରିମୂଳ ମନା ଏବଂ ସେ ଯିବା ପୂର୍ବରୁ ଆଇଓ ଙ୍କୁ ଜଣାଇଛନ୍ତି I ଚର୍ଚା ଚାଲିଛି କି ସାରଥୀ ପ୍ରାୟ କୋଲକତା ପଳାଇଛନ୍ତି I ତେବେ କଣ ସେଠାରେ ପୁଣି ନିଜ ଆଶ୍ରମ ଖୋଲିବେ ? ପୁଣି ପାଦରୁ ମହୁ ଝରାଇବେ ?

ପୁଣି ଗୋଲ କୁଣ୍ଡା ଯିବେ ରୋଜାଲିନ ଙ୍କ ସହିତ ? ଏସବୁ ପ୍ରଶ୍ନ ଏବେ ସାଧାରଣ ରେ ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *