ମାଆ ଝିଅ ଉଭୟ ସେକ୍ସ କରୁଥିଲେ ଜଣେ ଯୁବକ ଙ୍କ ସହିତ ବାପା ବିରୋଧ କରିବାରୁ ମାରିକି ପୋତିଦେଲେ

ପରକୀୟା ପ୍ରୀତି ବଡ ଜଟିଳ ,ବେଳେବେଳେ ଏହି ପରକୀୟା ପ୍ରେମ ମଣିଷର ବହୁ କ୍ଷତି କରିଥାଏ I ଏପରିକି ଜୀବନ ନେଇଯିବାର ମଧ୍ୟ ନଜର ରହିଛି I ତେବେ ଏହି ପରକୀୟା ପ୍ରୀତି ପାଇଁ ନିଜ ଝିଅ ଏହି ବିଷୟରେ ଏବଂ ମା ମିଶି ନିଜ ବାପା କୁ ମାରିଦେଇଛନ୍ତି I ଘଟଣାଟି ବିହାର ଭାଗଲପୁର ଅନ୍ତର୍ଗତ ରାମାସି ଅଞ୍ଚଳର I ସୂଚନା ଅନୁଯାଇ ଏହି ଅଞ୍ଚଳର କେଲୁଦାସ ଏକ ହୋଟେଲ ଚଳାନ୍ତି I ଘରେ ତାଙ୍କ ପତ୍ନୀ,ଝିଅ ଏବଂ ପୁଅ ରୁହନ୍ତି I ତେବେ ପତ୍ନୀ ସରିତା ସେହି ଗ୍ରାମର ଦୀନେଶ ନାମକ ଜଣେ ଯୁବକ ଙ୍କ ସହିତ ଖରାପ ସମ୍ପର୍କ ରଖିଥିଲେ I

ପରେ ପରେ ଯୁବକ ଜଣଙ୍କ ସରିତା ଙ୍କ ଝିଅ ଜୁଲି ଙ୍କ ପ୍ରେମରେ ପଡିଯାଇଥିଲା I ମା ଏବଂ ଝିଅ ସହିତ ଦୀନେଶ ଖରାପ ସମ୍ପର୍କ ରଖିଥିଲା I ଏହି ଘଟଣା ସରିତା ଙ୍କ ବାପା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା I ଉଭୟ ମା ଝିଅ ଙ୍କୁ ସେ ଦୀନେଶ ସହିତ ନମିଶିବାକୁ ବାପା ବାରଣ କରିଥିଲା କିନ୍ତୁ ଲୁଚିଛପି ପ୍ରେମର ମଜା ନେଇଥିବା ମା ଝିଅ ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା I

ବରଂ ତାଙ୍କ ପ୍ରେମରେ ବାପା କଣ୍ଟା ହେଇ ଛିଡା ହେଉଥିବାରୁ ଉଭୟ ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ I ମା ଝିଅ ମିଶିକି ବାପାକୁ ଜୀବନରୁ ହଟାଇଦେବାକୁ ପ୍ଲାନ କରିଥିଲେ ଏଥିରେ ପ୍ରେମିକ କୁ ସାମିଲ କରିଥିଲେ I ତିନିଜଣ ମିଶିକି କେଲୁ କୁ ମାରି ଘର ତଳେ କବର ଦେଇ ଇଟା ରେ ପ୍ଳାଷ୍ଟର କରିଦେଇଥିଲେ I କିଛିଦିନ ପରେ ପୁଅ ଫେରିବାରୁ ବାପା କୁ ଖୋଜିଥିଲା କିନ୍ତୁ କିଛି ଖୋଜ ଖବର ମିଳିନଥିଲା I

ପରେ ପୁଅ ଜାଣିବାକୁ ପାଇଥିଲା କି ମା ଝିଅ ଙ୍କର ଏପରି ଖରାପ କାମ ଥିଲା ତେଣୁ ସେ ସନ୍ଦେହ କରି ଛାନଭିନ କରିଥିଲା I ତା ସନ୍ଦେହ ସତ ହେଇଥିଲା ଏବଂ ମାଟିତଳୁ ବାପା କୁ ପାଇଥିଲା I ପରେ ପୋଲିସ ରେ ଖବର ଦିଆଯିବା ପରେ ଉଭୟ ମା ଝିଅ ଙ୍କୁ ଗିରଫ କରିଥିଲା ପୋଲିସ I

Leave a Reply

Your email address will not be published. Required fields are marked *