ଜାମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ତ୍ରିରଙ୍ଗା ଉଡାଇବେ ମୋଦୀ ସରକାର

ଚଳିତ ବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଜମ୍ମୁକାଶମୀର ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଏଥର ଅଗଷ୍ଟ ମାସ ୧୫ ତାରିଖ ରେ ଜମ୍ମୁକାଶ୍ମୀର ର ସବୁ ପଞ୍ଚାୟତ ରେ ତ୍ରିରଙ୍ଗା ପତାକା ଉଡା ଯିବ। ଏଥି ପାଇଁ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ଙ୍କୁ କାଶ୍ମୀର ପଠାଯାଇଛି ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏଥି ନିମନ୍ତେ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ୍ ଶାହା ଜମ୍ମୁ କାଶ୍ମୀର ଗସ୍ଥ ରେ ଯାଇ ସ୍ଥାନୀୟ ନେତା ଙ୍କ ସହ ଆଲୋଚନା କରିଛନ୍ତି। କିଛିଦିନ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ଲୋକ ଙ୍କ ସମର୍ଥନ ନଥିବାର ବିଜେପି ଅନୁଭବ କରିଛି। ସେହିପରି ତୃଣମୂଳ ସ୍ଥର ରୁ ଗଣତନ୍ତ୍ର କୁ ମଜଭୁତ କରିବାକୁ ମୋଦି ସରକାର ଚାହାନ୍ତି। ଏହା ସହ ଅଗଷ୍ଟ ୧୫ ତାରିଖ ରେ କିଭଳି ତ୍ରିରଙ୍ଗା ଉଡ଼ିବା ସେଥି ପାଇଁ ସୁରକ୍ଷା କର୍ମୀ ଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *