ଚନ୍ଦ୍ରଯାନ-୨ ମିଶନରେ ଇସ୍ରୋ ବୈଜ୍ଞାନିକ ମାନେ ନେଇଥିଲେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଉପଦେଶ

ମିଶନ ଚନ୍ଦ୍ରୟାନ-୨ର ସଫଳତା ଭାବରେ ଚନ୍ଦ୍ର ପୃଷ୍ଠ କୁ ଗତି କରିଛି I ଯାହାକୁ ନେଇ ଭାରତ ଏବଂ ଇସ୍ରୋ ର ସଫଳତା ଏବେ ବିଶ୍ୱ ସାରା ଚର୍ଚିତ ହେଉଛି I ତେବେ ଚନ୍ଦ୍ରୟାନ-୨ ସଫଳତା ରେ ରହିଛି ଓଡିଶା ଲିଙ୍କ I ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପଦେଶ ଏବଂ ବୈଦିକ ଗାଣିତିକ ସୂତ୍ର ର ପ୍ରୟୋଗ ଚନ୍ଦ୍ରୟାନ-୨ କୁ ସଫଳତା ଦେଇଛି I ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ପୂର୍ବରୁ ଇସ୍ରୋର ବୈଜ୍ଞାନିକ ଙ୍କ ନିମନ୍ତ୍ରଣ କ୍ରମେ ଶଙ୍କରାଚାର୍ଯ୍ୟ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ।

ଏବଂ ଚନ୍ଦ୍ରମା ଗତି ବିଷୟରେ ବୈଜ୍ଞାନିକ ଙ୍କ ସହିତ ସେଠାରେ କିଛି ଆଲୋଚନା ହେଇଥିଲା I ଉତକ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ଙ୍କ ମତାମତ ମଧ୍ୟ ଲୋଡ଼ିଥିଲେ ବୈଜ୍ଞାନିକ ମାନେ I ଶଙ୍କରାଚାର୍ଯ୍ୟ ମଧ୍ୟ ନିଜ ଜ୍ଞାନ ଏବଂ ଉପଦେଶ ଦେଇଥିଲେ କିଭଳି ଏହାକୁ ସଫଳ କରାଯାଇପାରିବ I

Leave a Reply

Your email address will not be published. Required fields are marked *