୬୭ ବର୍ଷରେ ଆରପାରିକୁ ଚାଲିଗଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

ଆଉ ନାହାନ୍ତି ବିଜେପି ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ଆଜି ଅସୁସ୍ଥତା ଯୋଗୁଁ ଏମ୍ସ ରେ ଭର୍ତି ହେଇଥିଲେ । ତେବେ ହୃଦ୍ ଘାତ ରେ ତାଙ୍କର ବିୟୋଗ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୭ ବର୍ଷ ହେଇଥିଲା ।ସୁଷମା ଙ୍କ ଅକାଳ ବିୟୋଗ ସାରା ଭାରତକୁ ସ୍ତବ୍ଧ କରିଦେଇଛି ।ମନ୍ତ୍ରୀ ଭାବରେ ଦେଶକୁ ତାଙ୍କର ଅବଦାନ ସବୁବେଳେ ମନେରହିବ । ନିକଟରେ କାଶ୍ମୀର ରେ ଧାରା ୩୭୦ ଉଚ୍ଛେଦ ପରେ ସୁଷମା ଖୁସି ହେଇ ନିଜର ଖୁସି ଜାହିର କରିଥିଲେ ।ସୁଷମା ଙ୍କ ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଭାରତୀୟ ମାନେ ।ସୁଷମା ମନ୍ତ୍ରୀ ଭାବରେ ଯେଭଳି ନିଜର ଦାୟିତ୍ଵ ନିଭାଇଥିଲେ ଜଣେ ଦୟାଳୁ ଏବଂ ଲୋକପ୍ରିୟ ଭାବେ ବେଶ୍ ପରିଚିତ ଥିଲେ

Leave a Reply

Your email address will not be published. Required fields are marked *