ଜଙ୍ଗଲ ଦସ୍ୟୁ ବୀରାପାନକୁ ନିପାତ କରିଥିବା ଆଇପିଏସ ଅଫିସର ଙ୍କୁ ଜାମୁକାଶ୍ମୀର ର ଉପ ରାଜ୍ୟପାଳ ନିଯୁକ୍ତି

ଉଛେଦ ହେଇଛି ବହୁ ପ୍ରତିକ୍ଷିତ ଧାରା ୩୭୦ I ଜାମୁ କାଶ୍ମୀର ରୁ ଲଦାଖ କୁ ସ୍ୱତନ୍ତ୍ର କରାଯିବା ପରେ ଉଭୟ ଜାମୁ ଏବଂ କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ହେବାପରେ କାଶ୍ମୀର ରେ ଲାଗିରହିଥିବାପରିସ୍ଥିତି ରେ ଧୀରେ ଧୀରେ ସ୍ୱାଭାବିକ ହେବାକୁ ଯାଉଛି I ଇଣ୍ଟରନେଟ ମୋବାଇଲ ସେବା ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି I ସାଧାରଣ ଲୋକେ ଧୀରେ ଧୀରେ ଏହାକୁ ଗ୍ରହଣ କରିବାରେ ଲାଗିଲେଣି I ତେବେ ଜାମୁ କାଶ୍ମୀର ରେ ଅବସରପ୍ରାପ୍ତ ଆଇପିଏସ୍‌ ବିଜୟ କୁମାର ଉପରାଜ୍ୟପାଳ ଭାବେ ନିଯୁକ୍ତ ପାଇଛନ୍ତି I ପୂର୍ବରୁ ବିଜୟ ଙ୍କ ବହୁ ସୁନାମ ରହିଛି I ନକ୍ସଲ ଏବଂ ମାଓବାଦୀ କୁ ନିପାତ କରିବାରେ ବିଜୟ ବେସ ଜଣାଶୁଣା ଏହାସହିତ ତାଙ୍କର ଆଉ ଏକ ପରିଚୟ ହେଉଛି ସେ ଜଙ୍ଗଲ ଦସ୍ୟୁ ବିରାପ୍ପାନ ଏବଂ ତା ବାହିନୀ କୁ ସମୂଳେ ଧ୍ବଂସ କରିଥିଲେ I

ବିଜୟ ଙ୍କ ଜାମୁ କାଶ୍ମୀର କୁ ଉପ ଜିଲ୍ଲାପାଳ ହେଇ ଯିବା ଘଟଣା ଏବେ ସବୁ ମହଲରେ ଜୋରଦାର ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *