ମା ଭଟ୍ଟାରିକା ମନ୍ଦିର ବନ୍ୟା ପାଣିରେ ବୁଡିଗଲା

ଲାଗିରହିଛି ଲଗାଣ ବର୍ଷା I ଲଗାଣ ବର୍ଷାରେ ସାରା ଓଡିଶା ବେହାଲ ହେଇଯାଇଥିବା ବେଳେ ଅଧିକାଂଶ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି I ଏପରିକି ମା ଙ୍କ ମନ୍ଦିର ରେ ପାଣି ପଶିଯାଇଛି I ମିଳିଥିବା ଖବର ଅନୁଯାଇ କଟକ ବଡମ୍ବା ର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ ପଶିଯାଇଛି I ମନ୍ଦିର ଭିତରେ ପାଖାପାଖି ୪ ଫୁଟର ବନ୍ୟାଜଳ ଧସେଇ ପଶିଛି ,ଫଳରେ ମା ଙ୍କ ବିଗ୍ରହ ରେ ପୂଜା କରିବାରେ ସମସ୍ୟା ହେବାରୁ ପାହାଡ଼ ଉପରକୁ ବିଗ୍ରହ କୁ ନିଆଯାଇଛି I

Leave a Reply

Your email address will not be published. Required fields are marked *