ମାଡି ଆସୁଛି ଆଉ ଏକ ସାମୁଦ୍ରିକ ଝଡ଼ ‘ହିକ୍କା’ ପ୍ରବଳ ବର୍ଷୀଵ

ରାଜ୍ୟରେ ଦୁଇଦିନ ଧରି ବର୍ଷା ଲାଗିରହିଥିବା ବେଳେ ଏହା ଆସନ୍ତା 25ତାରିଖ ଯାଏଁ ଲାଗିରହିବ I ଆରବ ସାଗରରେ ସୃଷ୍ଟି ହେଇଥିବା ସାମୁଦ୍ରିକ ପ୍ରବଳ ବେଗରେ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ପଡିବ I ଯାହାଫଳରେ ପାଖାପାଖି ଆଉ ଦୁଇଦିନ ଯାଏଁ ପ୍ରବଳ ବର୍ଷୀବ ବୋଲି ପାଣିପାଗ ତରଫରୁ ସୂଚନା ଦିଆଯାଇଛି I ଆସନ୍ତା ୨୫ ତାରିଖ ରେ ଏହା ଓମାନ ଛୁଇଁବ ବୋଲି ଆକଳନ କରାଯାଉଛି ତେଣୁ ଏହାର ପ୍ରଭାବରେ ସମୁଦ୍ର ରେ ଅତି ଊଂଚ ଜୁଆର ଆସିବାକୁ ଥିବାରୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି I

Leave a Reply

Your email address will not be published. Required fields are marked *