5 ମାସ ପରେ ଫେରିଲା କାଳିଆ ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି

5 ମାସ ପରେ ଫେରିଲା କାଳିଆ I ନିର୍ବାଚନ ଫଳାଫଳ ଘୋଷଣା ହେବାର 5ମାସ ପରେ ଫେରିଛି କାଳିଆ I ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ କାଳିଆ ଦ୍ୱିତୀୟ କିସ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କିନ୍ତୁ ଅର୍ଥାଭାବ ଯୋଗୁଁ ଦିଆଯାଇପାରିନଥିଲା I କାଳିଆ କୁ ନେଇ ଅନିର୍ଚ୍ଚିତତା ଲାଗି ରହିଥିବା ବେଳେ ପୁଣି ଫେରିଛି କାଳିଆ I କୃଷି ସଚିବ ସୌରଭ ଗର୍ଗ ଆଜି ସୂଚନା ଦେଇ କହିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ଏଇ ନଭେମ୍ବର ମାସରେ ହିଁ ଦିଆଯିବ I ଏହାକୁ ନେଇ ବୈଠକ ବସିବା ପରେ ଶେଷରେ ନିଷ୍ପତି ନିଆଯାଇଛି I

Leave a Reply

Your email address will not be published. Required fields are marked *